ବିଜେଡିର ୪ର୍ଥ ଥର ପ୍ରାର୍ଥୀ ତାଲିକା ଘୋଷଣା: ଜାଣନ୍ତୁ କିଏ କେଉଁଠାରୁ ଲୋକସଭା ଏବଂ ବିଧାନ ସଭା ପ୍ରାର୍ଥୀ

Spread the love

ଭୁବନେଶ୍ୱର ୨୭/୩ (ସନ୍ଧାନ ନିୟୁଜ /ସନ୍ତୋଷ ରାଉତ) : ବିଜୁ ଜନତା ଦଳ ଆଜି ୪ର୍ଥ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜାଣନ୍ତୁ କିଏ କେଉଁଠାରୁ ପ୍ରାର୍ଥୀ …

ଲୋକସଭା ପ୍ରାର୍ଥୀ

କେନ୍ଦ୍ରାପଡ଼ା – ଅନୁଭବ ମହାନ୍ତି,
ସମ୍ବଲପୁର – ନଳୀନି ପ୍ରଧାନ,
ଭୁବନେଶ୍ୱରରୁ – ଅରୂପ ପଟ୍ଟନାୟକ
ଜଗତସିଂହପୁର – ରାଜଶ୍ରୀ ମଲ୍ଲିକ
ପୁରୀ – ପିନାକୀ ମିଶ୍ର
ମୟୂରଭଞ୍ଜ – ଡାକ୍ତର ଦେବାଶିଷ ମରାଣ୍ଡି
ଯାଜପୁର – ଶର୍ମିଷ୍ଠା ସେଠୀ
ଭଦ୍ରକ – ମଂଜୁଲତା ମଣ୍ଡଳ
ବାଲେଶ୍ବର – ରବୀନ୍ଦ୍ର କୁମାର ଜେନା

ବିଜେଡିର ବିଧାନସଭା ପ୍ରାର୍ଥୀ

ବ୍ରହ୍ମଗିରି- ସଞ୍ଜୟ ଦାସବର୍ମା
ସତ୍ୟବାଦୀ- ଉମକାନ୍ତ ସାମନ୍ତରାୟ
ରଣପୁର- ସତ୍ୟ ନାରାୟଣ ପ୍ରଧାନ
ନୟାଗଡ଼- ଅରୁଣ ସାହୁ
ଏକାମ୍ର- ଅଶୋକ ପଣ୍ଡା
ବଡ଼ମ୍ବା- ଦେବୀ ମିଶ୍ର
ବାଙ୍କୀ- ଦେବୀ ରଞ୍ଜନ ତ୍ରିପାଠୀ
ଆଠଗଡ଼- ରଣେନ୍ଦ୍ର ପ୍ରତାପ ସ୍ବାଇଁ
ଚୌଦ୍ବାର-କଟକ-ସୌଭିକ ବିଶ୍ବାଳ
ଢେଙ୍କାନାଳ-ସୁଧୀର କୁମାର ସାମଲ
ହିନ୍ଦୋଳ-ସୀମାରାଣୀ ନାୟକ
କାମାକ୍ଷାନଗର-ପ୍ରଫୁଲ୍ଲ କୁମାର ମଲ୍ଲିକ
ପରଜଙ୍ଗ- ନୃସିଂହ ଚରଣ ସାହୁ
ତାଳଚେର-ବ୍ରଜକିଶୋର ପ୍ରଧାନ
ଅନୁଗୁଳ- ରଜନିକାନ୍ତ ନାୟକ
କୁଚିଣ୍ଡା- କିଶୋରଚନ୍ଦ୍ର ନାୟକ
ଛେଣ୍ଡିପଦା- ସୁଶାନ୍ତ କୁମାର ବେହେରା
ତେଲକୋଇ- ପ୍ରେମାନନ୍ଦ ନାୟକ
ଘସିପୁରା- ବଦ୍ରି ନାରାୟଣ ପାତ୍ର
ପାଟଣା-ଜଗନ୍ନାଥ ନାୟକ
କେନ୍ଦୁଝର-ମାଧବ ସର୍ଦାର
କରଞ୍ଜିଆ- ବାସନ୍ତୀ ହେମ୍ବ୍ରମ
ଭୋଗରାଇ- ଅନନ୍ତ ଦାସ
ରେମୁଣା- ସୁଧାଶୁଂ ଶେଖର ପରିଡ଼ା
ଭଣ୍ଡାରୀପୋଖରୀ- ପ୍ରଫୁଲ୍ଲ ସାମଲ
ବାସୁଦେବପୁର- ବିଷ୍ଣୁବ୍ରତ ରାଉତରାୟ
ଚାନ୍ଦବାଲି- ବ୍ୟୋମକେଶ ରାୟ
ସିମୁଳିଆ- ଜ୍ୟୋତି ପ୍ରକାଶ ପାଣିଗ୍ରାହୀ
ବିଞ୍ଝାରପୁର- ପ୍ରମିଳା ମଲ୍ଲିକ
ଧର୍ମଶାଳା- ପ୍ରଣବ ବଳବନ୍ତରାୟ
ସୁକିନ୍ଦା- ପ୍ରୀତିରଞ୍ଜନ ଘଡ଼ାଇ
ପାଟକୁରା- ବେଦପ୍ରକାଶ ଅଗ୍ରୱାଲ
ମହାକାଳପଡ଼ା- ଅତନୁ ସବ୍ୟସାଚୀ ନାୟକ
ଆଳି- ପ୍ରତାପ ଦେବ
ମାହାଙ୍ଗା- ପ୍ରତାପ ଜେନା
ସାଲେପୁର- ପ୍ରଶାନ୍ତ ବେହେରା

Related Posts

About The Author

Add Comment