ସୁନ୍ଦରଗଡ଼, ୧୯/୨/୨୦ (ସନ୍ଧାନ ନିଉଜ) : ବିଜେଡିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରଗଡ଼ ଜିଲ୍ଲାର ବହୁ ନେତା ନବୀନ ନିବାସ ଯାଇ ବିଜେଡିରେ ମିଶିଛନ୍ତି । ବୀରମିତ୍ରପୁରର କଂଗ୍ରେସ ନେତା ନେତା ସନ୍ଦୀପ ମିଶ୍ର , ବିଶ୍ରାର ଅଧ୍ୟକ୍ଷ ମୋନିକା ଓରାମ ବିଜେଡିରେ ବିଧିବଧ ଭାବେ ସାମିଲ ହୋଇଛନ୍ତି । ସେହିପରି ନୂଆଗାଁ ଅଞ୍ଚଳର ପୂର୍ଵତନ ଅଧ୍ୟକ୍ଷ ସୁଶୀଳା ଟପ୍ନୋ, ଜଗଦୀଶ ମୁଣ୍ଡାରୀ ଯୋଗଦାନ କରିଥିବା ବେଳେ ଲୋହନିପଡ଼ା ଅଞ୍ଚଳର ବହୁ ସରପଞ୍ଚ ବିଜେଡିରେ ମିଶିଛନ୍ତି ।
ବିଜେଡିରେ ମିଶ୍ରଣ ପର୍ବ : ସୁନ୍ଦରଗଡ଼ ଜିଲ୍ଲାର ବହୁ ନେତା ବିଜେଡିରେ ସାମିଲ
|
February 19, 2020 |
