ଯାଜପୁର, ୭/୨/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ବଡ଼ବାଲିକୁଦା ପଞ୍ଚାୟତ ୫୦ ତମ ଗୀତା ମହାଯଜ୍ଞ ଆନୁକୁଲ୍ୟରେ ତୃତୀୟ ଦିନ ଅବସରରେ ବା‚ାବଟ ନାଟ୍ୟ ସଂସଦ ଯୁବକ ସଂଘ ପକ୍ଷରୁ ଯଜ୍ଞ ଉପଲକ୍ଷେ ଦୁଇ ଦିନ ଧରି ଅଭିନେତା ଅଭିନେତ୍ରୀ ମାନଙ୍କୁ ନେଇ ସୁସୋଜିତ ରଙ୍ଗମଞ୍ଚରେ ସାମାଜିକ ନାଟକ ପ୍ରଥମ ରଜନୀରେ “ଦେଇଗଲା ଦାନ ଅଦିନ ମେଘ” ଦ୍ୱିତୀୟ ରଜନୀରେ ମଞ୍ଚସ୍ଥ ନାଟକ “ଟୋପାଏ ସିନ୍ଦୁର ଦିପଟ ଶଙ୍ଖା” ନାଟକ ମଞ୍ଚସ୍ଥ ହେବ ବୋଲି ବା‚ାବଟ ନାଟ୍ୟ ସଂସଦର କଳାକାର ମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ନାଟ୍ୟ ପରିଚାଳନା ପ୍ରଦିପ୍ତ କୁମାର ଜେନା, ନାଟ୍ୟ ନିଦେ୍ର୍ଧଷନା ମାଷ୍ଟର ହରିହାର ସାମନ୍ତ ମେଲୋଡ଼ି ଅନୁଷ୍ଟିତ କରାଯିବା ସହିତ ବହୁ ସଙ୍ଖ୍ୟାରେ ଦର୍ଶକ ଯୋଗଦେବା ଲାଗି ବା‚ାବଟ ନାଟ୍ୟ ସଂସଦ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ଏହି ନାଟ୍ୟ ସଂସଦର ଅଭିନେତା ଓ ଅଭିନେତ୍ରୀ ମାନେ ଯଥା ବିନୋଦ ବିହାରୀ ଜେନା, ଆନନ୍ଦ କୁମାର ସ୍ୱାଇଁ, ପ୍ରଭାକର ସେଠୀ, ସଞ୍ଜୟ କୁମାର ଦାସ, ଲକ୍ଷ୍ମଣ କୁମାର ସାହୁ, ସୁଧିର କୁମାର ଜେନା, ନିରୋଜ ରଂଜନ ରାଉତ, ଶ୍ରୀକାନ୍ତ ଦାସ, ଚିନ୍ମୟ ଚିରସୁନ୍ଦର ସାମଲ, ବିଦୁ୍ୟକାନ୍ତ ରାୟ, ଅଭିମନୁ୍ୟ ବେହେରା, ଦେବାଶିଷ ନରେନ୍ଦ୍ର, ଶଚିଦାନନ୍ଦ ନାୟକ, ମୁରଲିଧର ଜେନା, ପବିତ୍ର ସ୍ୱାଇଁ, ବିକାଶ ରଂଜନ ରାଉତ, ଅମର ଜେନା, ମନୋଜ ଜେନା, ଅଜିତ ଜେନା, ଜୀବନାନନ୍ଦ ସ୍ୱାଇଁ, ସଚିତ୍ର ଜେନା, ଗୁଣ୍ଡୁଚି ଓଝା, ତୁଷାର ରାଉତ ।
ସମାଜ ପ୍ରତିନିଧିଙ୍କୁ ମହାମହିମ ରାଜ୍ୟପାଳ ସମ୍ବର୍ଦ୍ଧିତ କଲେ
ବା‚ାନିମି ମଠ ଯଜ୍ଞ ଆନୁକୁଲ୍ୟରେ ବା‚ାବଟ ନାଟ୍ୟ ସଂସଦ
|
February 8, 2020 |