ବାଲେଶ୍ୱର: ଲାଞ୍ଚ ନେଇ ଗ୍ରମସେବକ ଗିରଫ

Spread the love

ବାଲେଶ୍ୱର,୭/୧୨ (ସନ୍ଧାନ ନିୟୁଜ/ମାନସ ରାଉତ) ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକର ଡହପଡା ଗ୍ରାମ ପଂଚାୟତର ଗ୍ରାମ ସେବକ ଈଶ୍ୱର ଚନ୍ଦ୍ର ଦାସ ଜଣେ ଗରିବ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଗୃହ ହିତାଦିକାରୀଙ୍କ ବିଲ କରଦେବାପାଇଁ ୨୦୦୦ ତାଙ୍କ ଲଂଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି I  ସେହି ଗ୍ରାମର ହିତାଧିକାରୀ ମଧୁସୂଦନ ଜେନାଙ୍କୁ ସେ ବିଲ କରିବା ପାଇଁ ଟଙ୍କା ମାଗିଥିଲେ I ମଧୁସୂଦନ ଏହାପରେ ଭିଜିଳାନ୍ସ ବିଭାଗକୁ ଜଣାଇବା ପରେ ଭିଜିଲାନ୍ସ ବିଭାଗର ଅଧିକାରୀ ମାନେମଧୁସୂଦନଙ୍କୁ ରଙ୍ଗ ବୋଳା ଟଙ୍କା ଦେଇ ଗ୍ରାମ ସେବକ ଙ୍କୁ ଦେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଧରା ହୋଇଛନ୍ତି I

Related Posts

About The Author

Add Comment