ବାଲିଶଙ୍କରା ବ୍ଲକ ତଲସରା ଗ୍ରାମ ପଞ୍ଚାୟତ ପରିସର ରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆଦେଶସାନୁସାରେ ସ୍ୱଚ୍ଛ ପର୍ବ ପାଳନ

Spread the love

ସୁନ୍ଦରଗଡ଼ ତା:୨୨-0୯-୨0୨୫ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ଆଜି ବାଲିଶଙ୍କରା ବ୍ଲକ ତଲସରା ଗ୍ରାମ ପଞ୍ଚାୟତ ପରିସର ରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆଦେଶସାନୁସାରେ ସ୍ୱଚ୍ଛ ପର୍ବ ପାଳନ ହୋଇଯାଇଥିବା ଦେଖିବାକୁ ମିଳିଛି l ତଲସରା ସରପଞ୍ଚ ଶ୍ରୀ ଯୁକ୍ତ ତ୍ରିଲୋଚନ ପ୍ରଧାନ ଓ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ଦିବ୍ୟ ଜ୍ୟୋତି ରଞ୍ଜନ ଦାସ ଙ୍କ ନେତୃତ୍ୱ ଏହି କାର୍ଯ୍ୟକ୍ରମ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଗାଁ ସାଥି, ଏସ. ଏଚ. ଜି. ମହିଳା ସି. ଆର. ପି. ପଞ୍ଚାୟତ ପିଅନ ସହିତ ଅନ୍ୟାନ୍ୟ ଭଦ୍ର ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ l ପଞ୍ଚାୟତ ରେ ଥିବା ସଫେଇ କର୍ମଚାରୀ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇ ସଫେଇ କରିଥିଲେ l

Related Posts

About The Author

Add Comment