ବାରିପଦା,୨୨/୧୧/୨୦ (ସନ୍ଧାନ ନିଉଜ) : ଓଡ଼ିଶାର ଉଚ୍ଚ ନ୍ୟାୟାଳୟର ବିଚାରପତି ଶ୍ରୀ ବିଶ୍ଵନାଥ ରଥଙ୍କ ଦ୍ଵାରା ବାରିପଦା ରେ ଅତିରିକ୍ତ ବରିଷ୍ଟ ନାଗରିକ ବିଚାରପତିଙ୍କ ଦ୍ଵାରା କୋର୍ଟ ଉଦଘାଟନ କରାଗଲା। ବିଚାରପତି ଶ୍ରୀ ରଥ ଙ୍କୁ ରାଜକୀୟ ସମ୍ମାନ ସହ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ବିନିତ୍ ଭରଦ୍ୱାଜ୍ ଏବଂ ମୁଖ୍ୟ ପୋଲିସ ଅଧିକାରୀ ଶ୍ରୀ ସ୍ମତ୍ ପାରମାର ଏବଂ ମୟୂରଭଞ୍ଜ ଜିଲ୍ଲାର ଅଦାଲତ ର ସମସ୍ତ ବିଚାରତିଙ୍କ ଦ୍ଵାରା ସ୍ବାଗତ ସମ୍ବର୍ଧନା କରିଥିଲେ।
ବାରିପଦା ରୁ ଦୀପକ ପାଣଗ୍ରାହୀଙ୍କ ରିପୋର୍ଟ