ବାଇକ୍ ସହିତ କଣ୍ଟେନର ଧକା ଘଟଣା ସ୍ଥଳରେ ଦୁଇ ମୃତ

Spread the love

ଧର୍ମଶାଳା ,୧୫/୧୦/(ସନ୍ଧାନ ନିୟୁଜ୍) ଧର୍ମଶାଳା ନିକଟରେ ଦୃଘଟଣା ଘଟି ଦୁଇ ମୃତ. ଆଜି ଦିନ 3ଟା ବେଳେ ଚଣ୍ଡିଖୋଲ ପଟୁ ଭଦ୍ରକ ଅଭିମୁଖେ ଯାଉଥିବା ଦୁଇ ବାଇକ ଆରୋହୀ ଙ୍କ ଉପରେ ଦଶ ଚକିଆ କଣ୍ଟେନର ମାଡି ଯାଇଥିଲା ଫଳରେ ଘଟଣା ସ୍ଥଳରେ ଜଣଙ୍କର ଶୋଚନୀୟ ମୃତ୍ୟୁ ହେବା ସହ ଅନ୍ୟଜନଣକୁ ମେଡିକାଲ ଯିବା ବାଟରେ ମୃତ୍ୟୁ ହୋଇଥିବା କହଯାଉଛି. ମୃତ ବ୍ୟକ୍ତି ଙ୍କ ପରିଚୟ ମିଳିପାରିନାହିଁ.

Related Posts

About The Author

Add Comment