ବହୁ ଚର୍ଚ୍ଚିତ ଚୌଦ୍ୱାର ନାବାଳିକା ଦୁଷ୍ମର୍ମ ମାମଲାରେ ଆସିଲା ରାୟ, ଦୋଷୀ ଚଣାକୁ ୧୪ ବର୍ଷ ଜେଲ୍‌

Spread the love

କଟକ,୨୭/୧୨/୨୦୨୧ (ସନ୍ଧାନ ନିଉଜ) : ବହୁ ଚର୍ଚ୍ଚିତ ଚୌଦ୍ୱାର ନାବାଳିକା ଦୁଷ୍ମର୍ମ ମାମଲାରେ ଆସିଲା ରାୟ, ଦୋଷୀ ଚଣାକୁ ୧୪ ବର୍ଷ ଜେଲ୍ ଦଣ୍ଡ ଶୁଣାଇଲେ ପୋକ୍ସୋ କୋର୍ଟ । ୨୦୧୫ ମସିହାର ଏହି ଘଟଣା ପୁରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଚୌଦ୍ୱାରା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ କରି ଗିରଫ ହୋଇଥିଲା ସେହି ଅଞ୍ଚଳର ସୁରେନ୍ଦ୍ର ପିଙ୍ଗୁଆ ଓରଫ୍ ଚଣା । ତେବେ ଦୀର୍ଘ ୬ ବର୍ଷ ପରେ ଏହି ମାମଲାର ଆଜି ରାୟ ଆସିଛି ଦୋଷୀକୁ ଦଣ୍ଡ ଶୁଣାଇଛନ୍ତି କୋର୍ଟ ।

Related Posts

About The Author

Add Comment