ରାଇରଙ୍ଗପୁର, ୪/୧୦/୨୦୨୦ (ସନ୍ଧାନ ନ୍ୟୁଜ୍) ପରେଶ୍ଚନ୍ଦ୍ର ଷଡଙ୍ଗୀ ମୟୂରଭଞ୍ଜ ଜିଲ୍ଲା ର ବହଳଦା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୨୦ନ° ରାଇରଙ୍ଗପୁର ବହଳଦା ରାସ୍ତା ବାସିଙ୍ଗି ପାଖରେ ଅଜଣା ଗାଡ଼ି ଧକ୍କାରେ ପଥାଚାରିଲଙ୍କ ମୃତ୍ୟୁ ହୋଇଛି ।ଏଭଳି ଦୁଃଖ ଦ ଘଟଣା ଟି ରବିବାର ଦିନ ମଧ୍ୟାନ୍ନ ରେ ଘଟି ଯାଇଛି । ମୃତକ ଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ଡାକ୍ତରଖାନା କୁ ଅଣାଯାଇଥିଲା ପରେ ଡାକ୍ତର ମୃତ ଘୋଷଣା କରିଥିଲେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ମୃତକ ମନସା ରାମ ମହାନ୍ତ ୪୮ଘର ବହଳଦା ଥାନା ଅନ୍ତର୍ଗତ ଭରୁଷା ଗ୍ରାମର ।
ବହଳଦା ରାସ୍ତା ସାଜିଛି ମରଣ ଯନ୍ତା
|
October 5, 2020 |
