ବସ୍ ଧକ୍କାରେ ୩ ମୃତ, ଜଣେ ଗୁରୁତର

Spread the love

ରାଜଗାଙ୍ଗପୁର, ୨୪/୧୧ (ସନ୍ଧାନ ନିଉଜ) : ସୁନ୍ଦରଗଡ ଜିଲା ରାଜଗାଙ୍ଗପୁରର ଲକ୍ଷ୍ମୀପୋଷ ନିକଟରେ ରବିବାର ୪ ଜଣ ସ୍କୁଟି ଆରୋହୀଙ୍କୁ ଏକ ବସ୍ ଧକ୍କା ଦେବାଫଳରେ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ଯୁବକଙ୍କୁ ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବାବେଳେ ଉତ୍ୟକ୍ତ ଲୋକେ ରାସ୍ତା ରୋକ କରିଛନ୍ତି।

Related Posts

About The Author

Add Comment