ବସ୍‌ ବିଲକୁ ଓଲଟି ପଡ଼ିବାରୁ ୧୦ ଯାତ୍ରୀ ଆହତ 

Spread the love

ଜଗତସିଂହପୁର,  ୨୫/୧/୨୦ (ସନ୍ଧାନ ନିଉଜ) : ଜଗତସିଂହପୁର ଜିଲ୍ଲା ସଅଁରା ସ୍ଥିତ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନିକଟରେ ଏକ ଘରୋଇ ବସ୍‌ ରାସ୍ତା କଡ଼ରେ ଥିବା ବିଲକୁ ଓଲଟି ପଡ଼ିବାରୁ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Related Posts

About The Author

Add Comment