ବରୀ ଥାନା ସବ୍‌ଇନିସ୍ପେକ୍ଟର ନିଲମ୍ବିତ ହେଲେ

Spread the love

ଯାଜପୁର ସଦର, ୨୨/୦୮(ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବରୀ ଥାନାର ସବ୍‌ଇନିସ୍ପେକ୍ଟର ମନୋରଂଜନ ସେଠୀ କାର୍ଯ୍ୟରେ ଅବହେଳା କରିଥିବାରୁ ନିଲମ୍ବିତ ହୋଇଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଶ୍ରୀ ସେଠୀ କାମରେ ଅବହେଳା କରିବା ସହିତ ତାଙ୍କ ବିରୋଧରେ ଜିଲ୍ଲା ଏସପିଙ୍କ ନିକଟରେ ଅଭିଯୋଗ ହେବାପରେ ଜିକ୍ଲା ଏସପି ଭିନିଥ ଅଗ୍ରୱାଲ ତଦନ୍ତ କରି ଆଜି କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଲୋକ ମାନଙ୍କୁ ସେବା ଯୋଗାଇ ଦେବାପାଇଁ ପୋଲିସ ବିଭାଗରେ ଚାକିରି କରିଥରବା ଶ୍ରୀ ସେଠୀ ନିଲମ୍ବିତ ହେବା ସହିତ ଜିଲ୍ଲା ଏସପିଙ୍କ କାର୍ଯ୍ୟଦକ୍ଷତାକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଚି । ଯାହାକି ଜଣେ ଦୃନିତି ଖୋର ପୋଲିସ ସବଇନିସ୍ପେକ୍ଟର ଶ୍ରୀ ସେଠୀ ଦିର୍ଘଦିନ ହେଲା ପୋଲିସ ବିଭାଗରେ ଚାକିରି କରି ଶେଷରେ ନିଲମ୍ବିତ ହେବା ଘଟଣା ଚର୍ଚ୍ଚା ଜୋର ଧରିଚି ।

Related Posts

About The Author

Add Comment