ବରିଷ୍ଠ ଟିଭି ସାମ୍ବାଦିକ ରୋହିତ ସର୍ଦ୍ଦାନାଙ୍କ କରୋନା ସଂକ୍ରମଣରେ ମୃତ୍ୟୁ

Spread the love

ନୂଆ ଦିଲ୍ଲୀ, ୩୦/୪/୨୦୨୧ (ସନ୍ଧାନ ନିଉଜ) : ଲୋକପ୍ରିୟ ଟିଭି ସାମ୍ବାଦିକ ତଥା ଆଙ୍କର୍ ରୋହିତ ସର୍ଦ୍ଦାନାଙ୍କ ଦେହାନ୍ତ ହୋଇଛି। ପ୍ରାୟ ୪୦ ବର୍ଷ ବୟସ୍କ ରୋହିତ ସର୍ଦ୍ଦାନା ଏପ୍ରିଲ ୨୪ ରେ ଟୁଇଟ୍ କରି କହିତିଲେଯେ, ତାଙ୍କର ସିଟି ସ୍କାନରେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ତା’ପରେ ସେ ପୁନଃ ପ୍ରକାଶ କରିଥିଲେଯେ, ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। କିନ୍ତୁ ୬ ଦିନ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ରୋହିତ ସର୍ଦ୍ଦାନାଙ୍କ ସହକର୍ମୀ ତଥା ଇଣ୍ଡିଆ ଟୁଡେର ବରିଷ୍ଠ ଟିଭି ସାମ୍ବାଦିକ ରାଜଦୀପ ସାରଦେଶାଇ ଟ୍ୱିଟ୍ କରି ରୋହିତଙ୍କ ମୃତ୍ୟୁର ପୁଷ୍ଟି କରିଛନ୍ତି।

Related Posts

About The Author

Add Comment