ଯାଜପୁର, ୧୧/୦୯ (ସନ୍ଧାନ ନିଉଜ୍) ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ମାଟିଆପଡା ଗ୍ରାମ ରେ ବନ୍ୟା ବିପନ୍ନ ଙ୍କୁ ବିଶ୍ଵକର୍ମା ସଂଗଠନ ଓଡ଼ିଶା ଶାଖା , ରାଜ୍ୟ ସଭାପତି ଗୌତମ ମହାରଣା, ଯାଜପୁର ଜିଲ୍ଲା ସଭାପତି ହେମନ୍ତ କୁମାର ମହାରଣା ,ସାଧାରଣ ସମ୍ପାଦକ ହାଡିବନ୍ଧୁ ମହାରଣା, କୋଷାଧ୍ୟକ୍ଷ ବିରଞ୍ଚି ନାରାୟଣ ମହାରଣା, ଭୁବନେଶ୍ୱର ବ୍ଲକ୍ ର ସଭ୍ୟ ବରେନ୍ଦ୍ର ମହାରଣା, ତିରୀମଲ ଜଟଣୀ ବ୍ଲକ୍ ଅଶୋକ ଜେନା, କୁମାର ମହାରଣା, ମତିଆପଡା ବ୍ଲକ୍ ର ମିଟୁ ମଲ୍ଲିକ, ଜଗବନ୍ଧୁ ମଲ୍ଲିକ ଙ୍କ ଉପସ୍ଥିତି ରେ ଶୁଖିଲା ଖାଦ୍ୟ ଯଥା ଚୁଡ଼ା ଚିନି ବିସ୍କୁଟ ବଣ୍ଟନ କରିଥିଲେ।
ସଂଗଠନ ର ସଭାପତି ଙ୍କ କହିବା ଅନୁସାରେ ଏହିପରି ବିପନ୍ନ ଙ୍କୁ ସହାୟତା କରିବା ପାଇଁ ସଂକଳ୍ପ ବଧ ଅଟେ । ଏହି ସହାୟତା ବଣ୍ଟନ ରେ କଟକ ଜିଲ୍ଲାର ଜଣେ ନାରୀ ସମାଜ କର୍ମୀ ଡଃ: ଶ୍ରୀମତୀ ଲକ୍ଷ୍ମୀପ୍ରିୟା ସୁତାର ମଧ୍ୟ ଉପସ୍ଥିତ ରହି ବନ୍ୟା ବିପନ୍ନ ଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ ।
Report-Manas Rout