ବନ୍ଧଡିହ ପଂଚାୟତ ଅନାବାଦୀ ଜାଗାରୁ ବେଆଇନ ମାଟି ଚାଲାଣ

Spread the love

ଯାଜପୁର ସଦର,୨୫ା୦୭(ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତର ବିଭିନ୍ନ ଅନାବାଦୀ ଜାଗାରୁ ମାଟି ଉଠାଯାଉଥିବା ବେଳେ, ରସୁଲପୁର ତହସିଲଦାର ନିରବ ଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଚି । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ଅନାବାଦୀ ଜାଗାରୁ ଲକ୍ଷ ଲକ୍ଷ ଟଙ୍କାର ମାଟି ବିକ୍ରି କରାଯାଉଥିବା ଦେଖିବାକୁ ମିଳିଚି । ମାଫିଆଙ୍କ ବାହୁ ଛାୟାତଳେ ରହି ତମର ଅଧେକୁ ଆମର ଅଧେ ଭାଗ ଚାଲିଚି । ରସୁଲପୁର ତହସିଲଦାର ତୁରନ୍ତ ତଦନ୍ତ କରିବା ସହିତ କାର୍ଯ୍ୟାନୁଷ୍ଟାନ ନେବାଲାଗି ସାଧାରଣରେ ଦାବି କରାଯାଉଚି ।

Related Posts

About The Author

Add Comment