ବଢ଼ିଛି ବେଆଇନ ବାଲି ଚାଲାଣ

Spread the love

ଉଦଳା, ୨୮.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):-  ଉଦଳା ତହସିଲ ଅଞ୍ଚଳରେ ବଢୁଛି ବେଆଇନ ବାଲି ଉତ୍ତୋଳନ ଓ ଚୋରା ଚାଲାଣ ଏ ନେଇ ବାରମ୍ବାର ଅଭିଯୋଗ ହେବା ସହ ତହସିଲ କର୍ତ୍ତୁପକ୍ଷଙ୍କ ଭୂମିକାକୁ ନେଇ ଉଠିଛି ପ୍ରଶ୍ନ ତେବେ କିଛି ନିର୍ଦ୍ଦିଷ୍ଟ ରସ୍ତାରେ ଏହି ବାଲି ଚୋରା ଚାଲାଣ ହେଉଥିବାର ଖବର ପାଇ ଉପଜିଲ୍ଲାପାଳ ଭଗବାନ ବେହେରା ଆଜି ନିଜେ ଚଢ଼ଉ କରିଥିଲେ। କାଗଜପତ୍ର ନଥିବା ଟ୍ରାକ୍ଟରକୁ ଅଟକାଇ ଥାନାରେ ଜିମା ଦେଇଥିଲେ। ଗୋଟିଏ ଟ୍ରାକ୍ଟରକୁ ୨୫ ହଜାର ଟଙ୍କାର ଜରିମାନା କରାଯାଇଛି।

Related Posts

About The Author

Add Comment