ବଡ଼ଚଣାରେ ସୁରକ୍ଷିତ ରହିଲେ ଜନସାଧାରଣ; ବନ୍ତଳାରେ ସ୍ୱତନ୍ତ୍ର ଧ୍ୟାନ ରଖିଲେ କାର୍ଯ୍ୟ ନିର୍ଵାହି ଅଧିକାରୀ

Spread the love

ବଡ଼ଚଣା,26/05 (ସନ୍ଧାନ ନିଉଜ) ବଡ଼ଚଣା ରେ ସୁରକ୍ଷିତ ରହିଲେ ଜନସାଧାରଣ; ବନ୍ତଳାରେ ସ୍ୱତନ୍ତ୍ର ଧ୍ୟାନ ରଖିଲେ କାର୍ଯ୍ୟ ନିର୍ଵାହି ଅଧିକାରୀ ଯାଜପୁର ଜିଲ୍ଲାକୁ ନିଜର ଲୋଲୁପ ଦୃଷ୍ଟିରୁ ବଡ଼ ଦେଇଛି ! ବାତ୍ୟା ଏବେ ଝାଡ଼ଖଣ୍ଡ ମୁହାଁ` ବଡ଼ଚଣା ବ୍ଲକ ପ୍ରସାଶନନ ର ସହଯୋଗରେ ମାଟି ଘରୁ ନିକଟସ୍ଥ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳରେ ଆଣି ଲୋକ ଙ୍କୁ ରଖାଯାଇଥିଲା ! ଫଳରେ ବାତ୍ୟା ୟସ ଯଦିଓ କୌଣସି ବଡ କ୍ଷେତି କରିନାହିଁ ଯାହା ଫଳରେ ସାଧାରଣ ଜନତା ସୁରକ୍ଷିତ ରହିଛନ୍ତି ! ବୁଧବାର ସକାଳ ସୁଦ୍ଧା ଏହା ବାଲେଶ୍ୱର ଜିଲ୍ଲା ସୋର- ବାହାନଗା ନିକଟରେ ଓଡିଶା ଉପକୂଳ ଅତିକ୍ରମ କରିଛି । ଏହି ସାମୁଦ୍ରିକ ଝଡ଼ ଉତ୍ତର-ଉତ୍ତରପୂର୍ବ ଦିଗ ଦେଇ ଗତି କରିବାର ସମ୍ଭାବନା ଥିବାବେଳେ ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ ରୁ ୧୨୦ କିଲୋମିଟର ରହିଥିଲା`! ଏହି ଝଡ ବୁଧବାର ମଧ୍ୟରାତ୍ରି ଓ ଭୋର ୪ଟ। ମଧ୍ୟରେ ଲାଣ୍ଡଫଲ କରି ଝାଡ଼ଖଣ୍ଡ ମୁହାଁ ହୋଇଥିଲା । ଏହାକୁ ଦୃଷ୍ଟି ରେ ରଖି ବଡ଼ଚଣା ବ୍ଲକ ବି, ଡି ,ଓ ଙ୍କ ନିର୍ଦ୍ଦେଶ କମ୍ରେ ଚାଳ ଘର ଥିବା ଲୋକଙ୍କୁ ଆଣି ସରକାରୀ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ରରେ ରଖାଯାଇଛି ଆଜି ଦେଖିବାକୁ ମିଳୁଛି ବନ୍ତଳl ଗ୍ରାମପଞ୍ଚାୟତ ର ବିଭିନ୍ନ ଜାଗାରେ ଲୋକ ମାନଙ୍କୁ ରଖାଯାଇଛି ସରପଞ୍ଚ ମିନାକ୍ଷୀ ମିଶ୍ର ଓ ପି, ଇ,ଓ,ପ୍ରଶାନ୍ତ ଲେଙ୍କା ପହଞ୍ଚି ଶୁଖିଲା ଖାଦ୍ୟ ଯଥା ଚୁଡ଼ା,ଚିନି,ବିସ୍କୁଟ ବଣ୍ଟନ କରିଥିଲେ ବାତ୍ୟା ଯଦି ଅଧିକ ହୁଏ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ପି, ଇ,ଓ, ଲେଙ୍କା କହିଛନ୍ତି ଲୋକ ମାନେ ଠିକ୍ ଅଛନ୍ତି ବୋଲି ସେ ତାଙ୍କ ପତିକ୍ରିୟl ରେ କହିଛନ୍ତି କାରୋନ ଯୋଗୁ ସମସ୍ତ ଙ୍କୁ ସାମାଜିକ ଦୂରତା ରେ ରଖାଯାଇଛି l ସେହିପରି ନଳିପୁର ରେ ଲୋକଙ୍କୁ ସୁରକ୍ଷିତ ଭାବରେ ବିବିନ୍ନ ସ୍ଚୁଲ ରେ ରଖାଯାଇଥିଲା`!

bantala gram panchayat

Report- Santosh rout and Umakanta Behera

Related Posts

About The Author

Add Comment