|
ରାଉରକେଲା:୧୭/୦୮/୨୦୨୦ (ସନ୍ଧାନ ନିଉଜ) ସୁନ୍ଦରଗଡ଼ ଜିଲ୍ଲା ଟେନ୍ସା ଫାଣ୍ଡି ଅନ୍ତର୍ଗତ ଟେନ୍ସା ଅଞ୍ଚଳରେ ଅଘଟଣ । 4 ଜଣ ନାବାଳିକା ପାଖ ନାଳ ପାଖକୁ ଯାଇଥିବା ବେଳେ ବଜ୍ରଘାତରେ 4 ଜଣ ସେଠାରେ ବେହୋସ୍ ହୋଇ ପଡ଼ିଥିଲେ । ପରେ ସ୍ଥାନୀୟ ଲୋକ ଦେଖି ସେହି 4ଜଣଙ୍କୁ ଉଦ୍ଧର କରି ଟେନ୍ସା ଡାକ୍ତରଖାନାକୁ ଆଣିଥିଲେ। ତେବେ ସେଠାରେ ଡାକ୍ତର ଝିଅକୁ ମୃତ ଘୋଷାଣ କରୁଥିବା ବେଳେ ଅନ୍ୟ 3 ଜଣ ଆହତ ହୋଇ ଚିକିତ୍ସାଧିନ ଥିବା ଜଣା ପଡିଛି ।
|
|
|
ବଜ୍ରାଘାତରେ ଜଣେ ନାବାଳିକା ମୃତ, 3 ଆହତ
|
August 17, 2020 |



