ବଜ୍ରପାତରେ ୨ବଳଦ ସମେତ ୨ମେଣ୍ଢା ମୃତ୍ୟୁ

Spread the love

ବୈପାରିଗୁଡା,୧୯/୫ (ସନ୍ଧାନ ନିୟୁଜ) – କାଳ ବୈଶାଖୀର ବଜ୍ରପାତରେ ୨ବଳଦ ସମେତ ୨ମେଣ୍ଢା ମୃତ୍ୟୁ ।କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଅନ୍ତର୍ଗତ କୋଲାର ପଞ୍ଚାୟତ ର କେରାପୁଟ ଗ୍ରାମର ୨ଟି ବଳଦ ଓ ୨ଟି ମେଣ୍ଢା ମୃତ ହୋଇଥିବା ଜଣାପଡିଛି |ଏହି ଗ୍ରାମର ମଧୁ ଦିଶାରୀ,ସମନାଥ ଦିଶାରୀ,ଚୈତନ୍ୟ ଦଳେଇ ଓ ଡମଣି ନାୟକ ଙ୍କ ୨ଟି ବଳଦ ଏବଂ ୨ଟି ମେଣ୍ଢା ବୋଲି ସୂଚନା ମିଳିଛି | ଏମାନେ ଅତି ଗରିବ ଶ୍ରେଣୀର ହୋଇଥିବା ହେତୁ ସରକାର ସହାୟତା ଯୋଗାଇବା ପାଇଁ ସାଧାରଣରେ ଦାବି ହୋଇଛି |

ରିପୋର୍ଟ – ସରୋଜ କୁମାର ଲେଙ୍କା ।

Related Posts

About The Author

Add Comment