ବଜେଟ-୨୦୨୦: ବ୍ୟୟ ବରାଦ ୩୦,୪୨,୨୩୦ କୋଟି

Spread the love
ନୂଆଦିଲ୍ଲୀ, ୧/୨/୨୦ (ସନ୍ଧାନ ନିଉଜ) : ଆଜି ମୋଦି-୨ ସରକାର ୨୦୨୦-୨୧ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ବିଭିନ୍ନ କ୍ଷେତ୍ରକୁ ମୋଦି ସରକାର ସମାନ ଗୁରୁତ୍ୱ ଦେଇଛନ୍ତି ବୋଲି ଦାବି କରିଛନ୍ତି। ଚଳିତ ବର୍ଷ ମୋଟ ବଜେଟର ପରିମାଣ ୩୦,୪୨,୨୩୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।

Related Posts

About The Author

Add Comment