ଫାଶୀ ଦେଇ ଅବସରପ୍ରାପ୍ତ ଶିକ୍ଷକଙ୍କ ଆତ୍ମହତ୍ୟା

Spread the love

ରାଇରଙ୍ଗପୁର, 03.12.2020 (ଲିଙ୍ଗରାଜ ପଣ୍ଡା): ଅର୍ଥ ଅଭାବ ଏବଂ ମାନସିକ ଦୁଶ୍ଚିନ୍ତାରେ ଦିନ କାଟୁଥିଲେ ଅବସରପ୍ରାପ୍ତ ଶିକ୍ଷକ  ଶେଷରେ ବେକରେ ରଶି ଲଗାଇ କଲେ ଆତ୍ମହତ୍ୟା। ରାଇରଙ୍ଗପୁର ଜାମଦା ଥାନା ଅନ୍ତର୍ଗତ ତାଳ ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି  ମୃତ ଶିକ୍ଷକ ହେଲେ ଗୋପାଳ ଚନ୍ଦ୍ର ମୁଣ୍ଡାରୀ (୬୦) ସୂଚନା ମୁତାବକ ଗୋପାଳ ମୁଣ୍ଡାରୀ ପ୍ରାଥମିକ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଉଥିଲେ । କିଛି ଦିନ ତଳେ ଭଗା ବେଡା ପ୍ରାଥମିକ ବିଦ୍ୟାଳୟରୁ ଗୋପାଳ ଶିକ୍ଷକତାରୁ ଅବସର ଗ୍ରହଣ କରିଥିଲେ । ଚାକିରି କାଳ ଭିତରେ ଯାହା ଦରମା ମିଳୁଥିଲା, ସେଥିରେ ଗୋପାଳ ନିଜର ପରିବାର ପ୍ରତିପୋଷଣ କରୁଥିଲେ । ଚାକି ରି ରୁ ଅବସର ନେବା ପରେ ପେସନ ଗଣ୍ଡାକ ଲାଗି ଗୋପାଳ ବିଭାଗୀୟ କାର୍ଯ୍ୟାଳୟକୁ  ଦୌଡି ଦୌଡ଼ି ନୟାନ୍ତ ହୋଇ ପଡିଥିବା । ପରିବାର ଲୋକେ କହିଛନ୍ତି ମଙ୍ଗଳବାର । ବିଲରେ କାମ କରିଥିବା ଶ୍ରମିକଙ୍କୁ । ଗୋପାଳ ପଇସା ଦେଇ ପାରିନଥିଲେ  ତେଣୁ ବାଧ୍ୟ ହାଇ ସ୍ତ୍ରୀଙ୍କୁ ଫୋନ କରିଥିଲେ ସ୍ତ୍ରୀ ପୁଅ ହାତରେ କିଛି ଟଙ୍କା ଦେଇ ପଠାଇଥିଲେ । ହେଲେ ପୁଅ ପହଞ୍ଚିବା ପୂର୍ବରୁ ବାପା ବେକରେ ରଶି ଲଗାଇ ନିଜ ଘର ଭିତରେ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଗୋପାଳକ ମୃତଦେହ ଜବତ କରି ଏକ ଅପମୃ୧ ମାମଲା ରୁଜୁ କରି ରାଇରଙ୍ଗପୁ ଉପଖଣ୍ଡ ସରକାରୀ ମେଡ଼ି କାଳ କୁ ଶବ ବ୍ୟବଚ୍ଛେଦ ପାଇଁ ପଠାରେ ଥିଲେ ବ୍ୟବଚ୍ଛେଦ ପରେ ପରିବା ଗି ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି

 

Related Posts

About The Author

Add Comment