ରାଉରକେଲା/ଲାଠିକଟା ୨୩/୧୨ (ସନ୍ଧାନ ନିୟୁଜ)
ଆଜି ମଧ୍ୟାନରେ ଫର୍ଟିଲାଇଜ଼ର ଗଞ୍ଜୁ ମାର୍କେଟ ରାସ୍ତାରେ ବିହାର ଅଂଚଳର ଜଣେ ଯୁବକଙ୍କୁ ଜଣେ ମହିଳା
ନିସ୍ତୁକ ମାଡ ମାରିବା ଦେଖିବାକୁ ମିଳିଥିଲା |
ଏହି ଘଟଣାର ଖବର ପାଇ ଟାଙ୍ଗରପାଲି ପୁଲିସ କର୍ମୀ ଘଟଣାସ୍ଥଳ ପହଂଚି ସେହି ଯୁବକାଙ୍କୁ ଉଦ୍ଧାର କରି ଥିଲେ |