ରାଉରକେଲ, ୮/୧୨(ସନ୍ଧାନ ନିୟୁଜ/ସୁବୋଧ ନାୟକ) ଫର୍ଟିଲାଇଜର କଲୋନୀରେ ଆଜି ଭୋର ସମୟରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ଜଣାପଡିଛି । ଆତ୍ମହତ୍ୟାର ପକୃତ କାରଣ ଜଣାପଡିନାହିଁ । ମୃତ ମହିଳାଙ୍କ ଲକ୍ଷ୍ମୀପ୍ରିୟା ରାଉଳ ବୋଲି ଜଣାପଡିଛି । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ଏକ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
![](https://sandhannews.com/wp-content/uploads/2019/11/DSHH-copy-300x147.jpg)