ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ

Spread the love

ଧର୍ମଶାଳା, ୧୯/୯(ସନ୍ଧାନ ନିଉଜ୍) ଧର୍ମଶାଳା ଥାନା ଅଂଚଳରେ ଗୋଟିଏ ପ୍ରେମୀ ଯୁଗଳ ଆତ୍ମହତ୍ୟା ଉଦ୍ୟମ କରଛନ୍ତି ।ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଉଭୟ ନାବାଳକ ଓ ନାବାଳିକା ହୋଇଥିବା ବେଳେ ସମ୍ପର୍କରେ ଭାଇ ଭଉଣୀ।ଫଳରେ ସେମାନଙ୍କ ସମ୍ପର୍କକୁ ଉଭୟ ପରିବାର ପକ୍ଷରୁ ବିରୋଧ କରାଯାଇଥିଲା।ଏଥିପାଇଁ ସେମାନେ ନିଜ ନିଜ ର ଘରେ ରସି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ହେଲେ ଅବସ୍ଥା ଗୁରୁତର ଥିବାରୁ ଉଭୟ ଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।ସେଠାରେ ନା ବାଳିକାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।

Related Posts

About The Author

Add Comment