ପ୍ରଶାନ୍ତ ପାତ୍ରଙ୍କୁ ବିଜେଡିରୁ ବହିସ୍କୃତ

Spread the love

 ସୁକିନ୍ଦା, ୬/୬ (ସନ୍ଧାନ ନିୟୁଜ)ଚଳିତ ନିର୍ବାଚନରେ ସୁକିନ୍ଦା ନିର୍ଵାଚନ ମଣ୍ଡଳୀରେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ସହିତ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡାଇଙ୍କ ବିରୁଦ୍ଧରେ ଅଶାଳୀନ ମନ୍ତବ୍ୟ ଦେଇଥିବାରୁ ସୁକିନ୍ଦା ବ୍ଲକର ପୁର୍ବତନ ଅଧକ୍ଷ ତଥା ଜିଲ୍ଲା ବିଜେଡି ଉପସଭାପତି ପ୍ରଶାନ୍ତ କୁମାର ପାତ୍ର ଙ୍କୁ ଉପସଭାପତି ପଦରୁ ବହିସ୍କୃତ କରିବା ସହିତ ଦଳର ପ୍ରାଥମିକ ସଭ୍ୟ ପଦ ରଦ୍ଧ କରାଯାଇଛି ବୋଲି ଜିଲ୍ଲା ବିଜେଡି ସଭାପତି ସରୋଜ କୁମାର ମହାପାତ୍ର ପ୍ରେସ ବିବୃତି ଜଣାଇଛନ୍ତି ।

Related Posts

About The Author

Add Comment