ପ୍ରବାସୀ ଶ୍ରମିକମାନଙ୍କ ଉପରେ ଟ୍ରେନ୍ ଚଢ଼ିଯିବାରୁ ୧୫ମୃତ୍ୟୁ

Spread the love

ଔରଙ୍ଗାବାଦ୍ ୦୮/୦୫ (ସନ୍ଧାନ ନିଉଜ) ମହାରାଷ୍ଟ୍ରର ଔରଙ୍ଗାବାଦରେ ପ୍ରବାସୀ ଶ୍ରମିକମାନଙ୍କ ଉପରେ ଟ୍ରେନ୍ ଚଢ଼ିଯିବା କାରଣରୁ ୧୫ ମୃତ୍ୟୁ ବରଣ କରିଛନ୍ତି। ଏହି ଘଟଣା ଔରଙ୍ଗାବାଦ-ଜଲନା ରେଳ ଲାଇନରେ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଁଚିଛି। ଏହି ଘଟଣା ଶୁକ୍ରବାର ସକାଳ 6.30 ସମୟରେ ଘଟିଛି। ଏହି ସମସ୍ତ ପ୍ରବାସୀ ଶ୍ରମିକ ଛତିଶଗଡ ନିଜ ଘରକୁ ଯାଉଥିଲେ ଏବଂ ବିଶ୍ରାମ ନେବା ପାଇଁ ଟ୍ରାକ ଉପରେ ଶୋଇଥିଲେ।

Related Posts

About The Author

Add Comment