ପ୍ରବାସୀ ଶ୍ରମିକଙ୍କ ପାଇଁ ରାଉରକେଲାରେ ସ୍ୱତନ୍ତ୍ର ଆଶ୍ରୟ ଗୃହ

Spread the love

ରାଉରକେଲା, ୦୨/୦୪ (ସନ୍ଧାନ ନିୟୁଜ): ବାହାର ରାଜ୍ୟର କିଛି ଶ୍ରମିକ ଲକଡାଉନ ଯୋଗୁଁ ନିଜ ରାଜ୍ୟକୁ ଯାଇନପାରି ରାଉରକେଲାରେ ଫଶି ରହିଛନ୍ତି । ସେମାନଙ୍କ ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ଆଶ୍ରୟ ଗୃହ ଖୋଲାଯାଇଛି । ପ୍ରଥମ ପର୍ଯ୍ୟାୟରେ ଉଦିତ ନଗର ଠାରେ ଥିବା ଅନ୍ୱେଷା ଛାତ୍ରାବାସକୁ ସ୍ୱତନ୍ତ୍ର ଆଶ୍ରୟ ଗୃହରେ ପରିଣତ କରାଯାଇଛି ।

Related Posts

About The Author

Add Comment