ପ୍ରବାସୀ ବସ ଓଲଟିଲା; ୭ଜଣ ଗୁରୁତର

Spread the love

ବାଲେଶ୍ୱର,୩୦/୦୫ (ସନ୍ଧାନ ନିଉଜ) ଆଜି ଭୋର ସମୟରେ ବାଲେଶ୍ୱର ଜିଲ୍ଲାର ରେମୁଣା ଅଞ୍ଚଳର ନୂଆଗାଁ ନିକଟରେ ଏକ ପ୍ରବାସୀ ବସ ଓଲଟିଥିବାର ଖବର ମିଳିଛି। ଏହି ବସଟି (କେଏଲ୍ ୫୫ଏଲ୍ ୮୫୭୭) କେରଳରୁ ପଶ୍ଚିମବଙ୍ଗକୁ ଯାଉଥିବାର ସୂଚନା ମିଳିଛି।  ଏଥିରେ ୩୮ଜଣ ଯାତ୍ରୀ ଥିଲେ। ଏମାନଙ୍କ ଭିତରୁ ୭ଜଣ ଗୁରୁତର ଆହତ ହୋଇଥିବା କୁହାଯାଉଛି।

Related Posts

About The Author

Add Comment