Homeଓଡିଶାପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ- ୨୦୧୯ ରେଜଲ୍ଟ, ଟପ୍-୧୦ରେ ୩ ମହିଳା ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ- ୨୦୧୯ ରେଜଲ୍ଟ, ଟପ୍-୧୦ରେ ୩ ମହିଳା Sandhan News | October 8, 2021 | Spread the love ଭୁବନେଶ୍ୱର, : ପ୍ରକାଶ ପାଇଲା ବର୍ଷ ୨୦୧୯ର ଓଏଏସ୍ ପରୀକ୍ଷାଫଳ । ବିଭିନ୍ନ ବର୍ଗରୁ ୧୫୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଟପ୍-୧୦ରେ ୩ଜଣ ମହିଳା ରହିଛନ୍ତି । ଓଏଏସ୍-୨୦୧୯ରେ ଅଶ୍ୱିନୀ କୁମାର ପଣ୍ଡା ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ଅଙ୍କୁର ଅଭିଳାଷ ରହିଥିବା ବେଳେ ତୃତୀୟ ସ୍ଥାନରେ ରଶ୍ମୀରେଖା ପାତ୍ର ରହିଛନ୍ତି । Related Posts ଚାଷୀଙ୍କୁ ମିଳୁନି ପାଣି l ଉଠାଜଳ ସେଚନ ପ୍ରକଳ୍ପ କାହା ସ୍ବାର୍ଥରେ ?? February 28, 2021 | Manas Kumar Rout | ଅଧିକ ପଢନ୍ତୁ ସାମ୍ବାଦିକ ମହଲରେ ଅପୁରଣୀୟ କ୍ଷତି ଲିଭିଗଲା ଗୋଟେ ଦୀପ, ଜେନାପୁର ଅଞ୍ଚଳର ଯୁବ ସାମ୍ବାଦିକ ସୁଶାନ୍ତ ଖଟୁଆଙ୍କ ପରଲୋକ November 19, 2021 | Santosh Rout | ଅଧିକ ପଢନ୍ତୁ ଖଣ୍ଡାସ ପୋଲ ନିକଟରୁ ଅଲୋଡ଼ା ଶିଶୁ କନ୍ୟା ଉଦ୍ଧାର November 11, 2019 | Sandhan News | ଅଧିକ ପଢନ୍ତୁ ପରିବା ଦର ନିୟନ୍ତ୍ରଣ ପାଇଁ ଦାବି July 5, 2020 | Sandhan office news | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ଚାଷୀଙ୍କୁ ମିଳୁନି ପାଣି l ଉଠାଜଳ ସେଚନ ପ୍ରକଳ୍ପ କାହା ସ୍ବାର୍ଥରେ ?? February 28, 2021 | Manas Kumar Rout | ଅଧିକ ପଢନ୍ତୁ
ସାମ୍ବାଦିକ ମହଲରେ ଅପୁରଣୀୟ କ୍ଷତି ଲିଭିଗଲା ଗୋଟେ ଦୀପ, ଜେନାପୁର ଅଞ୍ଚଳର ଯୁବ ସାମ୍ବାଦିକ ସୁଶାନ୍ତ ଖଟୁଆଙ୍କ ପରଲୋକ November 19, 2021 | Santosh Rout | ଅଧିକ ପଢନ୍ତୁ