Homeଜିଲ୍ଲା ପରିକ୍ରମାଯାଜପୁରପୋଖରୀରେ ବୁଡି ୨ ଭଉଣୀଙ୍କ ମୃତ୍ୟୁ ପୋଖରୀରେ ବୁଡି ୨ ଭଉଣୀଙ୍କ ମୃତ୍ୟୁ Santosh Rout | May 28, 2018 | Spread the love17 17Shares କୋରାପୁଟ ୨୮/୦୫ (ସନ୍ଧାନ ନିୟୁଜ୍/ରଂଜନ ଦାସ) ପୋଖରୀରେ ବୁଡି ୨ ଭଉଣୀଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି।ଲମତାପୁଟ ବ୍ଲକ ଅନ୍ତର୍ଗତ ତୁଷୁବା ପଂଚାୟତର ଆଉଡିପଡା ଗ୍ରାମର ଝୁନୁ ବଡନାୟକ ଓ ଭାଇ ଲକ୍ଷ୍ଣଣ ବଡନାୟକ ଖରାଟିଆ ଧାନ କାଟିବାକୁ ବିଲକୁ ଯାଇଥିଲେ।ସାଥିରେ ତୁଲସି ବଡନାୟକ (୧୦ ବର୍ଷ) ଓ କବିତା ବଡନାୟକ (୮ବର୍ଷ)ଙ୍କୁ ଦୁଇଭାଇ ଖେଳିବାକୁ ନେଇଥିଲେ।ସେଠାରେ କିଛି ସମୟ ଖେଳିବା ପରେ ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଚାଲି ଯାଇଥିଲେ। ଖାଇବା ସକାଶେ ୨ ଭାଇ ଝିଅମାନଙ୍କୁ ଡାକିଥିଲେ କିନ୍ତୁ ନ ମିଳିବାରୁ ପୋଖରୀ କୂଳରେ ଡ୍ରେସ ଥିବା ଦେଖି ଖୋଜାଖୋଜି କରିବା ପରେ ଉଦ୍ଧାର କରି ଆଶାକରଣ ମେଡିକାଲକୁ ନେଇଥିଲେ କିନ୍ତୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ୨ ଭାଇଙ୍କ ୨ ଝିଅ ମୃତ୍ୟୁପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। 17Shares Related Posts ବାରିପଦାର ବହୁ ଦିନର ଅପେକ୍ଷାର ଅବସାଦ ଘଟିଛି November 22, 2020 | Biswajit Parida | ଅଧିକ ପଢନ୍ତୁ ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ,୨୨ ୟୁନିଟ ରକ୍ତ ସଂଗ୍ରହ June 30, 2021 | Sandhan News | ଅଧିକ ପଢନ୍ତୁ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ବୃକ୍ଷ ରୋପଣ July 5, 2021 | Sandhan News | ଅଧିକ ପଢନ୍ତୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗୌରଚନ୍ଦ୍ର ମହାପାତ୍ରଙ୍କ ପରଲୋକ September 12, 2018 | Manas Kumar Rout | ଅଧିକ ପଢନ୍ତୁ About The Author Santosh More From This Author Add Comment Cancel reply Save my name, email, and website in this browser for the next time I comment.
ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ,୨୨ ୟୁନିଟ ରକ୍ତ ସଂଗ୍ରହ June 30, 2021 | Sandhan News | ଅଧିକ ପଢନ୍ତୁ
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗୌରଚନ୍ଦ୍ର ମହାପାତ୍ରଙ୍କ ପରଲୋକ September 12, 2018 | Manas Kumar Rout | ଅଧିକ ପଢନ୍ତୁ