ପେଟ୍ରୋଲ, ଡିଜେଲ ଓ ଆବଶ୍ୟକ ଜିନିଷର ଦର ବୃଦ୍ଧିରେ କଂଗ୍ରେସ ତରଫରୁ ବିକ୍ଷୋଭ

Spread the love

ସୁନ୍ଦରଗଡ, ୦୭/୦୭/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ)  ସ ଡେଗା ବ୍ଲକ ସମ୍ମୁଖରେ ଆଜି କଂଗ୍ରେସ ତରଫରୁ  ଜିନିଷ ପତ୍ରର ବୃଦ୍ଧିକୁ ନେଇ ଗଣ ଧାରଣା ଦିଆଯାଇଥିଲା ଏହି ଅତ୍ୟାବଶ୍ୟକ ଦରଦାମ ବୃଦ୍ଧିକୁ ଅତିଶୀଘ୍ର ପ୍ରତ୍ୟାହାର କରା ନ ଗଲେ କେନ୍ଦ୍ର ସରକାରଙ୍କ  ଗରିବଶୋଷଣ ନୀତିକୁ ଆହୁରି ତୀବ୍ରତର କରାଯିବ ବୋଲି ବ୍ଲକ ସଭାପତି ଶୁଭେନ୍ଦୁ ନାଏକ ସୂଚନା ଦେଇଛନ୍ତି । ଏହି କରୋନା ସମୟରେ ତୀବ୍ର ଭାବରେ ବଢି ଚାଲିଥିବା ଅତ୍ୟାବଶ୍ୟକ ସାମଗ୍ରୀର ଦରକୁ ଆଉ ଜନସାଧରଣକୁ ତଳିତଳାନ୍ତ କରୁଛି ।ଏହା କୁ ଆଗାମୀ ଦିନରେ ଜଣ ସମାଜ ଆଉ ସହ୍ୟ କରିବ ନାହିଁ ବୋଲି କଂଗ୍ରେସ ଦଳ ପକ୍ଷରୁ କୁହାଯାଇଛି ।ଆଗାମୀ ଦିନ ମାନଙ୍କରେ ଏହାର ପ୍ରତିଫଳ ମିଳିବବୋଲି ଦଳ ପକ୍ଷରୁ କୁହାଯାଇଛି । ଏହି ସଭାରେ ଦଳର ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ  ।

Related Posts

About The Author

Add Comment