ପୂର୍ବତନ ବିଧାୟକ ଅନାମ ନାୟକ ଗିରଫ

Spread the love

ଭୁବନଶ୍ୱର, ୨୪/୧(ସନ୍ଧାନ ନିୟୁଜ/ମାନସ ରାଉତ) ଭବାନିପାଟଣାର ପୂର୍ବତନ ବିଧାୟକ ଅନାମ ନାୟକକୁ ଆଜି ଭିଜିଲାନ୍ସ ଗିରଫ କରିଛି । ଆୟ ବର୍ହିବୁତ ଟୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସ ବିଭାଗ ତାଙ୍କ ବାସଭବନ ଏବଂ ତାଙ୍କର ଅନ୍ୟନ ବ୍ୟବସ୍ଥାୟୀକ ପେଣ୍ଠ ସ୍ଥଳରେ ପୂର୍ବରୁ ରେଡ କରିଥିଲା ଭିଜିଲାନ୍ସ । ସେ ୧୯୯୫ରେ କ୍ଲକ ଥିବା ବେଳେ ବିଭିନ୍ନ ବେଆଇନ୍ କାମ କରିଥିଲେ । ଏପରିକି ବିଧାୟକ ହେବା ପରେ ମଦ ଦୋକନା ବେଆଇନ୍ ଭାବେ ପ୍ରତିଷ୍ଠା କରିବା ସହିତ ବିଭିନ୍ନ ସ୍ଥସ୍ଥା ଠାରୁ ବେଆଇନ୍ ଚାନ୍ଦା ଗ୍ରହଣ କରୁଥିଲେ । ରେଡ ସମୟରେ ୪କୋଟି ଟଙ୍କାର ସମ୍ପତି ତାଙ୍କ ନକଟରୁ ଜବତ କରିଛି ଭଜିଲାନ୍ସ ବିଭାଗ ।

Related Posts

About The Author

Add Comment