ପୁଣି ୩୮୮ ସୁସ୍ଥ ହେଲେ

Spread the love

ଭୁବନେଶ୍ୱର, ୧୧/୦୭/୨୦ (ସନ୍ଧାନ ନିଉଜ) : ରାଜ୍ୟରେ ପୁଣି ୩୮୮ ଜଣ ସୁସ୍ଥ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁରୁ କେତେ –
୧୮୭ ଜଣ ଗଞ୍ଜାମ ଜିଲ୍ଲାରୁ
୩୭ ଜଣ ଖୋର୍ଦ୍ଧା ଜିଲ୍ଲାରୁ
୩୧ ଜଣ କେନ୍ଦୁଝର ଜିଲ୍ଲାରୁ
୨୭ ଜଣ ଯାଜପୁର ଜିଲ୍ଲାରୁ
୨୬ ଜଣ କଟକ ଜିଲ୍ଲାରୁ
୧୮ ଜଣ ନୟାଗଡ଼ ଜିଲ୍ଲାରୁ
୧୬ ଜଣ ପୁରୀ ଜିଲ୍ଲାରୁ
୧୪ ଜଣ ସମ୍ବଲପୁର ଜିଲ୍ଲାରୁ
୧୧ ଜଣ ବାଲେଶ୍ୱର ଜିଲ୍ଲାରୁ
୮ ଜଣ ଅନୁଗୁଳ ଜିଲ୍ଲାରୁ
୬ ଜଣ କେନ୍ଦ୍ରାପଡ଼ା ଜିଲ୍ଲାରୁ
୨ ଜଣ ଲେଖାଏଁ ଗଜପତି ଏବଂ ଝାରସୁଗୁଡ଼ା ଜିଲ୍ଲାରୁ
ଜଣେ ଲେଖାଏଁ ବରଗଡ଼, ଭଦ୍ରକ ଏବଂ ଦେବଗଡ଼ ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି।
ମୋଟ ଆରୋଗ୍ୟ ହେଲେଣି ୮୩୬୦ ଜଣ।

Related Posts

About The Author

Add Comment