ପିଲା ଚୋରି ସନ୍ଦେହରେ ଇଂଜିନିୟରଙ୍କୁ ନିସ୍ତୁକ ମାଡ
କେନ୍ଧୁଝର (ସନ୍ଧାନ ନିୟୁଜ/ନିହାର ରଂଜନ ଜେନା) କେନ୍ଧୁଝର ଜିଲ୍ଲାର ହୁଡୁକି ଗ୍ରାମରେ ଆଜି ପିଲା ଚୋରି ସନ୍ଧହରେ ଜଣେ ସଫଓୟାର ଇଂଜିନିୟରଙ୍କୁ ନିସ୍ତୁକ ମାଡ ହୋଇଥିବା ଖବର ମିଳିଛି । ସୂଚନା ମୁତାବକ ପିଲା ଚୋରି ଘଟଣା ଦିନକୁ ଦିନ ଅଧିକ ଭାଇରାଲ ହେବାରେ ଲାଗିଛି । ଆଜି ମଧ୍ୟାହ୍ନ ସମୟରେ କୌଣସି କାର୍ଯ୍ୟରେ ଯାଇଥିବା ଏହି ଇଂଜିନିୟର ଜଣଙ୍କୁ ଗ୍ରାମବାସୀ ପିଲା ଚୋରି କରୁଥିବା ସନେ୍ଧହ କରି ନସ୍ତୁକ ମାଡ ମାରିଥିବା ଜଣାଯାଇଛି । ପରେ ପୋଲିସ ଘଟଣାସ୍ଥଳରେ ପଂହଚି ତାଙ୍କୁ ଉଦ୍ଧାର କରିଛି ।
ଅଧିକ ସୂଚନା ପାଇଁ ପୁର୍ନବାର ଆମର ସାଇଟ ଭିଜିଟ୍ କରନ୍ତୁ
Related Posts
About The Author