ପାଣି ପାଇଁ ହଟହଟା ୨୦୦୦ ଲୋକଙ୍କୁ ମିଳୁନି ପାଣି
ପାଣି ପାଇଁ ହଟହଟା ୨୦୦୦ ଲୋକଙ୍କୁ ମିଳୁନି ପାଣି
Sandhan News |
February 3, 2021 |
ବୁଗୁଡ଼ା:୩/୨/୨୧ (ସନ୍ଧାନ ନିଉଜ): ବୁଗୁଡ଼ା ଏନସି ର ଚୈତନ୍ୟ ମନ୍ଦିର ଛକ ଠାରେ ପାଣି ପାଇଁ ରାସ୍ତା ରୋକ। ୬ ମାସ ହବ ପାଣି ପାଇଁ ଡ଼ହଳ ବିକଳ ୨୦୦୦ ଲୋକଙ୍କୁ ମିଳୁନି ପାଣି ନମିଳିବାରୁ ରଘୁନାଥ ସାହି,କାର୍ରଜୀ ସାହି,ପଲେଇ ସାହି ଆଞ୍ଚଳିକ ବାସିନ୍ଦା ର ଲୋକମାନେ ରାସ୍ତା କୁ ଅବରୋଧ କରି ଆନ୍ଦୋଳନ କରିଛନ୍ତି।
Related Posts
About The Author