ପଲ୍ଲୀପୁଷ୍ପ ପାଠାଗାରରେ ୭୭ତମ ସାଧାରଣତନ୍ତ୍ର ଦିବସ

Spread the love

ଯାଜପୁର ସଦର,  ୧ /୨/୨୬  (ସନ୍ଧାନ ନ୍ୟୁଜ ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତ ଭଗବତୀପୁର ଦୁର୍ଗାମଣ୍ଡପ ପରିଶରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଚି । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ବିଶ୍ୱନାଥ ସ୍ୱାଇଁ ଯୋଗଦେଇ ୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ତାଙ୍କ ବକ୍ତବ୍ୟ ରଖିଥିଲେ । ପଲ୍ଲୀପୁଷ୍ପ ପାଠାଗାର ସଦସ୍ୟମାନେ ଦେଶାତ୍ମକ ସଂଙ୍ଗିତ ଗାନ କରିଥିଲେ । ପଲ୍ଲୀପୁଷ୍ପ ପାଠାଗାର ପକ୍ଷରୁ ମିଷ୍ଠାନ ବଣ୍ଟନ କରାଯାଇଥିବା ବେଳେ, ଏଥିରେ ବହୁ ବରିଷ୍ଠ ନାଗରିକ ଶିକ୍ଷାବିତ ଅବସରପ୍ରାପ୍ତ ଶିକ୍ଷକ ଏବଂ ପଲ୍ଲୀପୁଷ୍ପ ପାଠାଗାର କର୍ମକର୍ତ୍ତାମାନେ ସାହାଯ୍ୟ ସହଯୋଗ କରିଥିଲେ । ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ପାଠାଗାର ପକ୍ଷରୁ ପୁରଷ୍କାର କରାଯାଇଥିଲା । ପୁରଷ୍କାର ବିତରଣ କରାଯାଇଥିଲା ।

Related Posts

About The Author

Add Comment