ପରୀକ୍ଷା ନ କରିବା ପାଇଁ ବିଭିନ୍ନ ଡିପ୍ଲୋମା ଇଂଜିନିୟରିଂ ଛାତ୍ରଙ୍କ ଦାବି

Spread the love
ରାଉରକେଲା, ୨୮/୦୭/୨୦ (ସନ୍ଧାନ ନିଉଜ) : ପରୀକ୍ଷା ନ କରିବା ପାଇଁ ବିଭିନ୍ନ ଡିପ୍ଲୋମା ଇଂଜିନିୟରିଂ ଛାତ୍ରଙ୍କ ଦାବି। ମହାମାରୀ କୋରୋନା ସମୟରେ ପରୀକ୍ଷା ନ କରି ପୂର୍ବ ମାର୍କ ଆଧାରରେ ପ୍ରଦାନ କରି ପାଇଁ ସରକାରଙ୍କୁ ଦାବି ଜଣାଇଛନ୍ତି । ସାରା ବିଶ୍ବାରେ ମାହାମାରୀ କୋରୋନାର କାୟା ବିସ୍ତାର କରିଚାଲିଥିଲାବେଳେ ସମସ୍ତ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି ।ବର୍ତ୍ତମାନ ସମୟରେ ପରୀକ୍ଷା ସମ୍ଭବ ହୋଇପାରିବ ନାହିଁ ତେଣୁ ପୂର୍ବ ମାର୍କ ଆଧାରରେ ଛାତ୍ର ଛାତ୍ରୀଙ୍କୁ ମାର୍କ ପ୍ରଦାନ କରାଯାଉ ବୋଲି ସରକାରଙ୍କୁ ଦାବି ଜଣାଇଛନ୍ତି । ବହୁତ ପିଲା ବିଭିନ୍ନ କମ୍ପାନୀରୁ ଅଫର ପାଇଛନ୍ତି । ସେମାନେ ଏହାପରେ ଚାକରି ଯୋଗଦେବେ ବୋଲି କହିଛନ୍ତି । ରାଜ୍ୟ ସରକାରକୁ ତାଙ୍କ ଦାବିପତ୍ର ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ମାଧ୍ୟମରେ ପ୍ରଦାନ କରିଛନ୍ତି ।

Related Posts

About The Author

Add Comment