ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ କୁରାଢୀରେ ହାଣି ହତ୍ୟା କଲା ସ୍ବାମୀ !

Spread the love
ଭଦ୍ରକ :  ୧୨/୮(ସନ୍ଧାନ ନିଉଜ) ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ କୁରାଡ଼ିରେ ହାଣି ହତ୍ୟା କଲା ସ୍ବାମୀ । ଏହି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା କୋଠାର କଚେରୀଦାଣ୍ଡ ଗାଁରେ । ସୂଚନାଯୋଗ୍ୟ ଯେ, ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ଅଭିଯୁକ୍ତ ସ୍ବାମୀ ସଞ୍ଜୟ ମହାଳିକ ମଦ୍ୟପାନ କରି ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ପରପୁରୁଷ ସହ ସମ୍ପର୍କ ନେଇ ଝଗଡା କରିଥିଲା । ପରେ ସ୍ତ୍ରୀ ସହ ଯୁକ୍ତିତର୍କ ସମସୟରେ ଉତକ୍ଷିପ୍ତ ହୋଇ ସ୍ତ୍ରୀକୁ ମାଡ଼ ମାରିବା ସହତ ଘରେ ଥିବା କୁରାଢୀରେ ସ୍ତ୍ରୀକୁ ହାଣି ଦେଇଥିଲା । ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଜାଣି ନିଜେ ଧୂଷୁରୀ ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।
Report Ramesh Nayak

Related Posts

About The Author

Add Comment