ପବନକୁ ଝଟକା: ଖାରଜ ହେଲା କ୍ୟୁରେଟିଭ ପିଟିସନ

Spread the love
ଭୁବନେଶ୍ୱର,  ୧୮/୦୩ (ସନ୍ଧାନ ନିୟୁଜ/ମାନସ ରାଉତ) ଫାଶୀର ସମୟ ପାଖେଇ ଆସିଥିଲେ ନିର୍ଭୟା ଦୋଷୀମାନେ ଆଇନଗତ ପ୍ରିକିୟାକୁ ନେଇ ନୂରା ଚାଲ ଖେଳିଚାଲିଛନ୍ତି । ଏହି କ୍ରମରେ ଆଜି ପୁଣି ସୁପ୍ରିମକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଥିଲା । ଆଉ ଏହି ଶୁଣାଣି ପାଇଁ ରେ ଦୋଷୀଙ୍କୁ ଲାଗିଛି ଝଟକା ।
ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ପବନ ଗୁପ୍ତାକୁ ସୁପ୍ରିମକୋର୍ଟଙ୍କ ଝଟକା । ପବନର କ୍ୟୁରେଟିଭ୍ ପିଟିସନ ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ନିଜକୁ ନାବାଳକ ଦର୍ଶାଇ କ୍ୟୁରେଟିଭ୍ ପିଟିସନ୍ ଆବେଦନ କରିଥିଲା ଦୋଷୀ ପବନ । ମୃତ୍ୟୁଦଣ୍ଡ ବଦଳରେ ଆଜୀବନ କାରାଦଣ୍ଡ ପାଇଁ ସେ ଆବେଦନ କରିଥିଲା, ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।

Related Posts

About The Author

Add Comment