ପଞ୍ଚାୟତ ଉନ୍ନତି ଅନୁଦାନରେ ବାଟମାରଣା

Spread the love

 

ସୁନ୍ଦରଗଡତା:୨୧/୬/୨୦୨୫(ସନ୍ଧାନ ନ୍ୟୁଜ/ ଦୁର୍ଯ୍ୟୋଧନ ଗରଡ଼ିଆ) ସରକାରଙ୍କ ତରଫରୁ ପ୍ରତ୍ୟେକ ପଞ୍ଚାୟତରେ ପଞ୍ଚାୟତ କାର୍ଯ୍ୟାଳୟ ର ଉନ୍ନତିକରଣ ପାଇଁ ଅନୁଦାନ ଆସିଛି ।ହେଲେ ସେଇ ଅନୁଦାନ ବାଟବଣା ହେଉଥିବା ଅଭିଯୋଗ ହେଉଥିବା ଦେଖିବାକୁ ମିଳିଛି । ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ବନଡେଗା ପଞ୍ଚାୟତରେ ପଞ୍ଚାୟତ ର ପାଚେରୀ ସହିତ ଘର ତିଆରି କାର୍ଯ୍ୟରେ ବ୍ୟତିକ୍ରମ ହେଉଥିବା ଅଭିଯୋଗ ହେଉଛି । ପଞ୍ଚାୟତ କତୃପକ୍ଷ ସହିତ ଠିକାଦାର ଓ ସଂପୃକ୍ତ ଜେଇ କାର୍ଯ୍ୟରେ ବାଟମାରଣା କରୁଥିବା ଅଞ୍ଚଳ ରେ ପ୍ରକାଶ ପାଇଵା ସହିତ ନିମ୍ନ ମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହେଉଛି ।ଏହି ପଞ୍ଚାୟତ ତିଆରି କାର୍ଯ୍ୟ ପାଇଁ ନିକଟରେ ଥିବା ପଶୁ ଚିକିତ୍ସାଲୟ ଓ ତାଙ୍କ କର୍ମଚାରି ରହୁଥିବା ବାସଗୃହ ର କ୍ଷତି ହେଉଥିବା ସାଙ୍ଘାତିକ ଅଭିଯୋଗ କରିଛନ୍ତି ଅଞ୍ଚଳର ଭେଟନାରୀ ଟେକ୍ନିଶିଆନ ।ଏହାର ଉଚିତ୍ ତଦନ୍ତ ସହ ଉଭୟ ସରକାରୀ ଜିନିଷର ରକ୍ଷଣାବେକ୍ଷଣ କରିବାକୁ ଅଞ୍ଚଳବାସି ଦାବି କରୁଥିବା ଜଣାପଡିଛି ।ଦେଖିବାକୁ ବାକି ରହିଲା ସ୍ଥାନୀୟ ପ୍ରଶାସନ ସହ ବ୍ଲକ ପ୍ରଶାସନ ଏ ଦିଗରେ କେତେ ଶୀଘ୍ର ତତ୍ପରତା

Related Posts

About The Author

Add Comment