ପଚାଂୟତ ଉଚ୍ଚ ବିଦ୍ୟାଳୟ ବିଛାଖଣ୍ଡିର ରଜତ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

Spread the love

ଯାଜପୁର/ଜେନାପୁର ୨୮/୧(ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ ) ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅର୍ନ୍ତଗତ ବିଛାଖଣ୍ଡ ଠାରେ ଥିବା ପଚାଂୟତ ଉଚ୍ଚ ବିଦ୍ୟାଳୟର ରଜତ ଜୟନ୍ତୀ ସମାରୋହ ଆଗାମୀ ଫେବୃଆରୀ ମାସ ୧୬.୧୭ ଓ ୧୮ ତାରିଖ ତିନିଦିନ ଧରି ମହାଆଡମ୍ବର ସହକାରେ ପାଳନ କରାଯିବାକୁ ସ୍ଥିରୀକୃତ ହୋଇଛି । ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ଡ. କୁୁଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶନିବାର ଆୟୋଜିତ ଏକ ପ୍ରସ୍ତୁତି ବୈଠକରେ ବିଦ୍ୟାଳୟ ପରିଚାଳନା ସମିତି ଓ ପୁରାତନ ଛାତ୍ର ସଂସଦର ସମସ୍ତ ସଭ୍ୟସଭ୍ୟା ଓ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଂଶ ଗ୍ରହଣ କରି ସୂଚାରୁ ରୁପେ ପାଳନ କରିବାକୁ ଥିବା ଉସ୍ଚବର ବିଭିନ୍ନ କାର୍ଯ୍ୟଖସଡା ସର୍ମ୍ପକରେ ପାରସ୍ପାରିିକ ଆଲୋଚନା କରିଥିଲେ । ଶେଷରେ ସର୍ବ ସମ୍ମତି କ୍ରମେ ଭିନ୍ନ ଭିନ୍ନ କମିଟି ମାନ ଗଠନ କରାଯାଇଥିଲା ।

Related Posts

About The Author

Add Comment