ନୟାଗଡ ୨୧/୦୫ (ସନ୍ଧାନ ନିଉଜ) ସାବିତ୍ରୀ ବ୍ରତ ପାଳିତ | ସ୍ୱାମୀଙ୍କ ଦିର୍ଘ ଜୀବନ କାମନା କରି ପାଳନ କରିଛନ୍ତି ମହିଳା,।କିମ୍ବଦନ୍ତୀ ଅନୁସାରେ ସାବିତ୍ରୀ ଏହିଦିନରେତାଙ୍କ ସ୍ବାମୀ ସ ତ୍ୟବାନଙ୍କୁ ଯମଙ୍କ ଠାରୁ ଛଡାଇ ଆଣି ଥିଲେ, ସ୍ୱାମୀ ସତ୍ୟବାନ ଜୀବନ ଫେରି ପାଇ ଥିଲେ,। ସାବିତ୍ରୀ ଙ୍କ, ସତ୍ୟ, ନିଷ୍ଠା ଏବଂ ସ୍ୱାମୀ ଙ୍କ ପତିବ୍ରତା ଆଗରେଯମ ହାର ମାନିଥିଲା।ଫଳରେସତ୍ୟବାନଙ୍କୁ ଫେରିପାଇ ସାବିତ୍ରୀ ନିଜର ସ୍ୱାମୀଙ୍କୁ ନେଇ ଘରକୁ ଯାଇଥିଲେ।ଏହି ଦିନଠାରୁ ସାବିତ୍ରୀ ବ୍ରତ ପାଳନ କରାଯାଉ ଥିବାରୁ ପ୍ରତ୍ୟକ ମହିଳା ତାଙ୍କସ୍ୱାମୀଙ୍କ ଦିର୍ଗ ଜି ବନଙ୍କାମନାକରି ନିଷ୍ଠା ସହ ଏହି ବ୍ରତପାଳନ ସହଭୋଗ ସାମଗ୍ରୀ ଏବଂଶଙ୍ଖା ସିନ୍ଦୁର, ନୂଆ ଶାଢ଼ୀ ପ୍ରଭୂତି କୁନେଶିବ ମନ୍ଦିରରେ ପୂଜା କରି ଭୋଗ ସାରିଥାନ୍ତି, ଏହି ସାବିତ୍ରୀ ବ୍ରତ ପାଳନ, ନୟାଗଡ ଜିଲ୍ଲାର ବିଭିନ୍ନ ସୈବପୀଠକୁ ମହିଳା ମାନେ ଯାଇ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି।ଲକ ଡାଉନ ପରିପ୍ରେଖୀ ରେଦୂରତା ଅବଲମ୍ବନ କରି ପୂଜା କରାଜଣାଇଥିବାର ଜଣା ପଡ଼ିଛି |
Report- Niranjan Das