ଧର୍ମଶାଳା,୨୩/୦୧/୨୦୨୨ (ସନ୍ଧାନ ନିୟୁଜ) ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ନେଉଳୁପର ପଂଚାୟତରେ ଚଳିତବର୍ଷ ୪ଜଣ ସରପଂଚ ପଦ ପାଇଁ ପ୍ରାର୍ଥୀ ହୋଇଥିବା ବେଳେ ବିଜୁ ଜନତା ଦଳ ପକ୍ଷରୁ ନଜମୁନ୍ ବେଗମଙ୍କୁ ଦଳ ପ୍ରାର୍ଥୀ ପାଇଁ ଚୟନ କରିଛି । ଏକଦା ବିଜେଡି ଗଡ ଥିବା ଏହି ପଂଚାୟତରେ ବିଜେଡି ଜିତି ଆସିଥିବା ବେଳେ ଚଳିତ ବର୍ଷ ପ୍ରାର୍ଥୀ ହୋଇଥିବା ନଜମୁନ୍ ବେଗମଙ୍କ ପ୍ରତି ଭୋଟରଙ୍କ ସମର୍ଥନ ବଢ଼ୁଛି । ଯେହେତୁ ନୂତନ ଭାବେ ସେ ଏଥର ପ୍ରାର୍ଥୀ ହୋଇଛନ୍ତି ସେଥିପାଇଁ ଭୋଟର ସ୍ଥାନୀୟ ଲୋକଙ୍କ ଆସ୍ଥା ଭାଜନ ହେବାକୁ ସକ୍ଷମ ହେଉଛନ୍ତି ।
ନେଉଳୁପର ସରପଂଚ ପ୍ରାର୍ଥୀ ନଜ୍ମୁନ୍ ବେଗମଙ୍କ ପ୍ରତି ବଢ଼ୁଛି ସମର୍ଥନ
|
January 23, 2022 |