ତିହିତି,27.11.2020 (ଲିଙ୍ଗରାଜ ପଣ୍ଡା): ଯେତେ ଯାହା : ହେଉ ପଛେ ମଦ ବିକ୍ରିକୁ ସରକାର ବନ୍ଦକରିପାରିବେ ନାହିଁ । କାରଣ ମଦ ବିକ୍ରିରରାଜସ୍ବ ବହୁତ ଆସୁଛି ବୋଲି ସରକାର । ‘, କହୁଛନ୍ତି । ୨୦୧୯-୨୦ ବର୍ଷରେ ସାରା ରାଜ୍ୟ ‘ ସହିତ ଭଦ୍ରକ ଜିଲ୍ଲାରେ ନୂଆ ମଦ ଦୋକାନ | ଖୋଲିବା ପାଇଁ ଯେଉଁ ତାଲିକା ହୋଇଥିଲାତାହା କରୋନା ପାଇଁ ଅଟକି ଯାଇଥିଲା । । ଏବେ ଏହି ପ୍ରକ୍ରିୟା ପୁଣି ଆରମ୍ଭ ହେଲାଣି । ” ଯେଉଁମାନେ ମଦ ଦୋକାନ ଖୋଲିବା ପାଇଁ ଦରଖାସ୍ତ କରିଥିଲେ । ସେହି ସ୍ଥାନକୁ ଅବକାରୀ ବିଭାଗ ଯାଇ କ୍ଷେତ୍ରୀୟ ତଦନ୍ତ ଆରମ୍ଭ କରିଛି। କିନ୍ତୁ କ୍ଷେତ୍ରୀୟ ତଦନ୍ତ ଦେଖୁ ସ୍ଥାନୀୟ ମହିଳା • ଗୁପ ଏହାକୁ ବିରୋଧ କରୁଥିବାରୁ ନୂଆ ମଦ • ଦୋକାନ ଖୋଲିବା ଫାଇଲକୁ ଆଗେଇବାକୁ । ଡରୁଛି ଅବକାରୀ ବିଭାଗ । ଧାମନଗରରେ ଏହି ଘଟଣା ଗତ ସପ୍ତାହରେ ଘଟିବା ପରେ ଜିଲ୍ଲାର ଅନ୍ୟ ବ୍ଲକରେ ନୂଆ ମଦ ଦୋକାନ ଖୋଲିବା କ୍ଷେତ୍ରୀୟ ତଦନ୍ତ କରିବାରୁ ପଛ ଘୁଞ୍ଚା ଦେଉଛନ୍ତି ବିଭାଗ1ୟ । ଅଧୁକାରୀ । ଗୋଟିଏ ପଟେ କରୋନା ପାଇଁ ବାର୍ଷିକ ରାଜସ୍ବ ଆଦାୟ ଗର୍ଗେଟ ଭଦ୍ରକ ଜିଲ୍ଲାରେ ପଛାଇ ଯାଇଛି। ଏହାକୁ ପୁରଣ କରିବା ପାଇଁ ଅପ୍ ଲାଇନ ବିଦେଶୀ ମଦ ଦୋକାନ ଖୋଲିବା ଚକରରେ ରହିଛି ବିଭାଗ। | ତିହିଡ଼ି, ଧାମନଗର, ଧାମରା, ବାସୁଦେବପୁର, ବନ୍ତ ଓ ଭଣ୍ଡାରୀ ପୋଖରୀରେ ଏହି ଅପ ଲାଇନ ଦୋକାନ ଖୋଲିବାକୁ ଚାଲିଛି ଯୋଜନା । ୮ ଟି ଅପଲାଇନ ଦୋକାନ ଖୋଳି ବା କୁ ୨୦୧୯-୨୦ ରେ ତାଲିକା ହୋଇଥିବାରୁଏଥିରୁ କୋଟିଏ ଟଙ୍କାର ରାଜସ୍ବ ଆଦାୟ ଲକ୍ଷ୍ୟ । ରଖୁଥଲା ଜିଲ୍ଲା ଅବକାରୀ ବିଭାଗ । କିନ୍ତୁତାହା ଫସର ଫାଟିଯାଇଛି । ମିଳିଥିବା ତଥ୍ୟ । । ଅନୁଯୟୀ, ଭଦ୍ରକ ଜିଲ୍ଲାରେ ୬୮ ଟି ସରକାରୀ ମଦ ଦୋକାନ ରହିଛି । ଏଥିରୁ ୩୪ଟି ଅପା ଲାଇନ ବିଦେଶୀ ମଦ ଦୋକାନ ଥିବା ବେଳେ | ୧୪ ଟି ଅନ ଲାଇନ ମଦ ଦୋକାନ ରହିଛି । । ଏହାସହ ୨୦ ଟି ଦେଶୀ ମଦ ଦୋକାନ । ସରକାରଙ୍କ ତରଫରୁ ଖୋଲାଯାଇଛି । ଭଦ୍ରକ ଜିଲ୍ଲାରେ ୨୦୧୭-୨୮ ବର୍ଷରେ । ଅବକାରୀ ବିଭାଗ ୧୨ କୋଟି ୮୦ ଲକ୍ଷ ମଦ । ବିକ୍ରି ଟାର୍ଗେଟ ରଖୁଥିବା ବେଳେ ଆଦାୟ । ହୋଇଥିଲା ୮ କୋଟି ୧୨ ଲକ୍ଷ ୫୦ ହଜାର। । ସେହିପରି ୨୦୧୮-୧୯ ବର୍ଷରେ ୧୦ କୋଟି । ୫୮ ଲକ୍ଷ ୭୪ ହଜାର ଟଙ୍କା ରାଜସ୍ୱ ଆଦାୟ । ଲକ୍ଷ୍ୟ ଥିବା ବେଳେ ଆଦାୟ ହୋଇଥିଲା ୫ । କୋଟି ୪୪ ଲକ୍ଷ ୭୫ ହଜାର । ସେହିପରି । ୨୦୧୯-୨୦ ବର୍ଷ ପାଇଁ ବାର୍ଷିକ ଅବକାରୀଆଦାୟ ୭ କୋଟି ୧୪ ଲକ୍ଷ ୫୦ ହଜାର । ଟର୍ଗେଟ ଥିଲା । ଖୁସିର କଥା ନିର୍ବାଚନ ବର୍ଷ ଥିବାରୁ ଏହା ୬ କୋଟି ୫୮ ଲକ୍ଷ । ଆଦାୟ ହୋଇଥିଲା। ବିଡ଼ମ୍ବନାର ବିଷୟ ଥିଲା ୨୦୨୦-୨୧ ବର୍ଷ ପାଇଁ ଏହି ୬୮ ଟି ସରକାରୀ ମଦ ଦୋକାନରୁ ୭ କୋଟି ୫୮ ଲକ୍ଷ ଟଙ୍କା ଆଦାୟ ପାଇଁ ଲକ୍ଷ ରଖୁଥିବା ଅବକାରୀ ବିଭାଗ ଏବେ ଚିନ୍ତାରେ ପଡ଼ିଛି । କାରଣ ୬ ମାସ ଧରି ଦୋକାନରେ ତାଲା ପଡ଼ିବା ପରେ ଗୋଟିଏ ମାସ ଅନଲାଇନରେ : ମଦ ବିକ୍ରି ହେଲା । ଯାହାକି ବାହାକୁ ବତା । • ତେଣୁ ଚଳିତ ନଭେମ୍ବର ୨୦ ତାରିଖ ସୁଦ୍ଧା : ୨ କୋଟି ଟଙ୍କାର ରାଜସ୍ବ ଆଦାୟ କରିଛି : ବିଭାଗ । ବାକି ସାଢ଼େ ୫ କୋଟି ରାଜସ୍ବ : ଆଦାୟ କରିବାକୁ ଆହୁରି ୪ ମାସ ସମୟ : ବାକି ଥିବାରୁ କେମିତି ତାହା ସଫଳ ହେବ : ସେଥିପାଇଁ ସବୁ ମଦ ଦୋକାନକୁ ଚାପ : ସୃଷ୍ଟି କରୁଛି । ଏପରି ସ୍ଥଳେ ବାହାର : ଜିଲ୍ଲାରୁ ବିପୁଳ ପରିମାଣରେ ଦେଶୀ, : ବିଦେଶୀ ଓ ଚାଲୁ ମଦ ଜିଲ୍ଲାର ତିହିଡି, : ଚାନ୍ଦବାଲି, ଧାମରା, ଭଦ୍ରକକୁ ପଶି : ଆସୁଥିବାରୁ ସରକାରୀ ରାଜସ୍ୱ ଆଦାୟ କମିଯିବା ଆଶଙ୍କା ଦେଖାଦେଇଛି । ଚୋରା ମଦ ବିକିବା ପାଇଁ ଛକ ଛକରେ । । ଯୁବକମାନେ କିସ୍ତିରେ ସ୍କୁଟି ଗାଡ଼ି କିଣିବାକୁ : ଲାଗିଲେଣି । ସ୍କୁଟି ଡିକିରେ ଚୋରା ମଦକୁ : ରଖୁ ଏମିତି ବିକ୍ରି କରୁଛନ୍ତି ଯେ ସରକାରୀ : ଦୋକାନ ମୁଣ୍ଡ ବାଡ଼େଇଲେଣି ।
ନୂଆ ମଦ ଦୋକାନ ପାଇଁ ଚାଲିଛି ଜାଗା ଖୋଜା
|
November 27, 2020 |


