ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଗଲେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ
ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଗଲେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ
Manas Kumar Rout |
February 6, 2020 |
ବ୍ରହ୍ମପୁର, ୦୬/୦୨ (ସନ୍ଧାନ ନିୟୁଜ) : ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଗଲେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ। ଦାରିଙ୍ଗିବାଡ଼ିରୁ ପିକ୍ନିକ୍ ସାରି ଏକ ଘରୋଇ କଲେଜ ଛାତ୍ରଛାତ୍ରୀଙ୍କୁ ଧରି ଭୁବନେଶ୍ୱର ଫେରୁଥିବା ବସ୍ର ଚକ ଫାଟିଯିବାରୁ ତାହା ଘାଟି ତଳକୁ ଖସିବାକୁ ବସିଥିଲା। ହେଲେ ସୌଭାଗ୍ୟବଶଃତ ଗାଡ଼ିଟି ଘାଟିରେ ଝୁଲିକି ରହିଗଲା। ବିପଦକୁ ସାମନାରେ ଦେଖି ମଧ୍ୟ ଛାତ୍ରଛାତ୍ରୀମାନେ ଭୟଭୀତ ନ ହୋଇ ଉପସ୍ଥିତ ବୁଦ୍ଧି ଖଟାଇ ବସ୍ର କାଚ ଭାଙ୍ଗି ବାହାରି ଆସିଥିବା ଜଣାଯାଇଛି। ଏପରି ଲୋମଟାଙ୍ଗୁରା ଘଟଣା ଗତ ରାତିରେ ଦାରିଙ୍ଗିବାଡି ଘାଟିରେ ଘଟିଛି।
Related Posts
About The Author