ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡାଦେଶ
ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡାଦେଶ
Manas Kumar Rout |
December 27, 2019 |
ନୂଆଦିଲ୍ଲୀ, ୨୭/୧୨ (ସନ୍ଧାନ ନିୟୁଜ) : ସୁରଟରେ ଜଣେ ତିନି ବର୍ଷୀୟ ନାବାଳିକା ସହ ଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ଗୁଜରାଟ ହାଇକୋର୍ଟ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି । ଅଭିଯୁକ୍ତ ଅନୀଲ ଯାଦବଙ୍କ ଘର ବିହାର ଏବଂ ତାଙ୍କ ବୟସ ୨୦ରୁ ଅଧିକ ହେବ। ମୃତା ବାଳିକାଙ୍କ ପରିବାର ଲୋକେ ଅନୀଲଙ୍କୁ ଚିହ୍ନିଥିଲେ। ନିଖୋଜ ନାବାଳିକାଜଣକୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ। ଶେଷରେ ଗୋଟାଏ ବନ୍ଦ କୋଠାଘର ଭିତରୁ ପ୍ଲାଷ୍ଟିକ୍ ବ୍ୟାଗ୍ରେ ପଶିଥିବା ତା’ର ଶବ ଉଦ୍ଧାର କରାଯାଇଥିଲା।
Related Posts
About The Author