ନାବାଳିକାଙ୍କୁ ଅପହରଣ ଅଭିଯୋଗ
କୋରାପୁଟ , ୭/୬ (ସନ୍ଧାନ ନିୟୁଜ) କୋରାପୁଟ ସହରରେ ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି।କୋରାପୁଟ ଟାଉନଥାନାରେ ପରିବାର ପକ୍ଷରୁ ଏକ ଲିଖିତ ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି।ଜଣେ ସ୍କୁଲ ଛାତ୍ରୀ ଟ୍ୟୁସନ ଯାଇ ଘରକୁ ନ ଫେରିବାରୁ ପରିବାରଲୋକେ ଖୋଜାଖୋଜି କରିବା ପରେ ନ ମିଳିବାରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ ବୋଲି ଜଣାପଡିଛି।
Related Posts
About The Author