ନାବାଳିକାକୁ ଗୁଳି, କାରଣ ଅସ୍ପଷ୍ଟ

Spread the love
ଜୟପୁର,୨୩/୩ (ସନ୍ଧାନ ନିୟୁଜ) :- ଜୟପୁର ସହର କିଆବନ୍ଧ ସାହି ରେ ଅଘଟଣ !12 ବର୍ଷୀୟ ନାବାଳିକାଙ୍କୁ ପିଠିରେ ବାଜିଲା ଗୁଳି !ନାବାଳିକା ଗୁରୁତର କୋରାପୁଟ ମେଡ଼ିକାଲ କଲେଜ ରେ ଭର୍ତି! ସୂଚନା ମୁତାବକ ଆଜି ସନ୍ଧ୍ୟା ସମୟରେ 12 ବର୍ଷୀୟ ନାବାଳିକା ଜଣକ ବାଥରୁମ ରୁ ବାହାରୁଥିବା ବେଳେ ହଠାତ ପିଠି ପଟରୁ ଗୁଳି ବାଜି ଛାତି ପଟେ ବାହାରି ବାପାଙ୍କ କାନ ପଟେ ଯାଇ କାନ୍ଥ ରେ ବାଜିଥିଲା ! ଗୁଳି ବାଜିବା ଫଳରେ ନାବାଳିକା ଜଣକ ରକ୍ତାକ୍ତ ହୋଇ ଯାଇଥିଲେ ସାହି ବାସିନ୍ଦା ଏବଂ ପରିବାର ଲୋକେ ନାବାଳିକା ଙ୍କୁ  ଜୟପୁର ଜିଲ୍ଲା ଚିକିତ୍ସାଳୟ ରେ ଭର୍ତି କରିଥିଲେ ପରିସ୍ଥିତି ସଙ୍କଟାପନ୍ନ ଥିବାରୁ କୋରାପୁଟ ମେଡିକାଲ କଲେଜ କୁ ସ୍ଥାନାନ୍ତରିତ କରାଯାଇଛି ! ନାବାଳିକା ଙ୍କୁ ବାଜିଥିବା ଗୁଳି କୁ ସହିବାସିନ୍ଦ ପୋଲିସ କୁ ଆଣି ଗୁଳି ବେଳେ sp କେବି ସିଂ ଏସ୍ଡିପିଓ ସାଗରିକାନାଥ ଏବଂ ଟାଉନ ଆଇଆଇସି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତୁ ! ଗୁଳି ଟି କୋଉପରିସ୍ଥିତି ଏବଂ କୁଆଡୁ ଆସିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ୱଷ୍ଟ ହୋଇନଥିବା ବେଳେ ନାବାଳିକା ଜଣକ ସରକାରୀ  ଉଚ୍ଚବିଦ୍ୟାଳୟ ରେ ପଡ଼ୁଥିବାବାପା କେ ସତ୍ୟନାରାୟଣ କହିଛନ୍ତି।
ରିପୋର୍ଟ – ସରୋଜ କୁମାର ଲେଙ୍କା ।

Related Posts

About The Author

Add Comment