ନାବାଳିକାକୁ ଅପହରଣ କରି ନେଇ ଦୁଷ୍କର୍ମ ଉଦ୍ୟମ

Spread the love

କଟକ,୧୪/୧ (ସନ୍ଧାନ ନିୟୁଜ) +2 ରେ ପଢୁଥିବା ଜଣେ ଦଳିତ ନାବାଳିକାକୁ 45 ବର୍ଷୀୟl ଜଣେ ବ୍ୟକ୍ତି ଅପହରଣ କରି ନେଇ ଜୋରଜବରଦସ୍ତ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ବେଳେ ନାବାଳିକା ଜଣ ଙ୍କ ବିବାହିତା ଯୁବକଙ୍କ କବଳରୁ ଖସି ପରିବାର ଙ୍କୁ ନେଇ ଥାନାରେ ଏତଲା ଦେଇଛନ୍ତି l ଏପରିକି ନାବାଳିକା କୁ ଧମକ ଦେଇଥିଲା ଯଦି ଏହି ଘଟଣା କାହାରିକୁ କହିବୁ ତା ହେଲେ ତତେ ଓ ତୋ ପରିବାର କୁ ଜୀବନରୁ ମାରିଦେବା କୁ ଧମକ ଦେଇଥିଲା ସମ୍ପୃକ୍ତ ଅଭିଯୁକ୍ତ ଜଣ ଙ୍କ l ଏପରିକି ଅଭିଯୁକ୍ତ ଜଣ ଙ୍କ ସ୍ତାନୀୟ ନେତାଙ୍କ ବାହୁ ଛାୟା ତଳେ ଖୁଲମଖୁଲା ବୁଲିବା ସହ ପୁଲିସ ଅଭିଯୁକ୍ତ କୁ ଗିରଫ କରୁ ନାହିଁ l ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ପଣସ ପୁର୍ ପଞ୍ଚାୟତ ନଡ଼ିଆ ସାହାସପୁର ଗ୍ରାମରେ l ନଡ଼ିଆ ସାହାସପୁର ଗ୍ରାମର ସନ୍ତୋଷ କୁମାର ବେହେରାଙ୍କ 16 ବର୍ଷର ନାବାଳିକା କୁ ସେହି ଗ୍ରାମର ଉତ୍ସବ ବେହେରା ଙ୍କ ପୁଅ ରାଜ କିଶୋର ବେହେରା ଗତ 11 ତାରିଖ ଦିନ 11.30 ରେ ସମ୍ପୃକ୍ତl ନାବାଳିକା କୁ ତୋର ବାପା ଡାକୁଛନ୍ତି କହି କେନ୍ଦୁଝର ବଡ଼ବିଲ ର ଏକ  ଘରେ ରଖି ମାରପିଟ୍ କରିବା ସହ ଜୋରଜବରଦସ୍ତ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ବେଳେ ନାବାଳିକା ଜଣ ଙ୍କ ଚିତ୍କାର କରିବାରୁ ସ୍ଥାନୀୟ ଲୋକ ଉଠିବାରୁ ଅଭିଯୁକ୍ତ ଜଣ ଙ୍କ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ l ପରେ ରାଜୁ ଙ୍କ ପରିବାର ଲୋକ ବଡ଼ବିଲ ରେ ପହଂଚି ନାବାଳିକାକୁ ଉଦ୍ଧାର କରି ନିଜ ଘର କୁ ଆଣିଥିଲେ l ଏପରିକି ଏ ସମ୍ପର୍କରେ ଯଦି କାହାରିକୁ କହିବୁ ତେବେ ତତେ ଆଉ ତୋ ପରିବାରକୁ ଜୀବନରୁ ମାରିଦେବା କୁ ଧମକ ଦେଇଥିଲେ lଏହାପରେ ଦୁଇ ଦିନ ପରେ ସମ୍ପୃକ୍ତl ନାବାଳିକା ଓ ପରିବାର ଲୋକଙ୍କୁ ଧରି ମାହାଙ୍ଗା ଥାନାରେ ଅଭିଯୋଗ କରି ବାକୁ ଯାଇଥିଲେ l ଏବେ ନ୍ୟାୟ ପାଇଁ ପୀଡିତା ନାବାଳିକା ଓ ପରିବାର ଲୋକ l

Related Posts

About The Author

Add Comment