ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

Spread the love

ବାରିପଦା,ଖିଚିଂ,୩୦/୮/୨୦(ଲିଙ୍ଗରାଜପଣ୍ଡା):- ମୟୂରଇଂଜଜିଲ୍ଲାଶୁକୃଳିବ୍ଲକ୍ଅନ୍ତର୍ଗତ ଚତୁରାଞ୍ଜଳି ପଞ୍ଚାୟତ ତଳଙ୍ଗା ଗ୍ରାମର ଶୁକଦେବ ନାୟକଙ୍କ ପୁଅ କାଳୀ ଚରଣ ନାୟକ (୪୦) କଣ୍ଟାଖଇରୀ ନଦୀରେବୁଡ଼ିଯିବାରୁ ତାଙ୍କର ମୃତ୍ୟୁଘଟିଛି।ଗତକାଲି ଲଗାଣ ବର୍ଷା ଯୋଗୁନଦୀରେ ଉଛୁଳା ପାଣିଥିଲା। ଫଳରେ କାଳୀ ଚରଣ  ଗାଧୋଇବାବେଳେ ନିଜଉପରୁ ଆୟତ୍ତ ହରାଇବୁଡ଼ିଯାଇଥିଲେ। ପରିବାରଲୋକ ଓ ଗ୍ରାମବାସୀତାଙ୍କୁଖୋଜାଖୋଜିକରିପାଇନଥିଲେ।ତେବେଆଜି ଅଗ୍ନିଶମବିଭାଗରକର୍ମଚାରୀମାନେପହଂଚି କାଳୀଚରଣଙ୍କ ଶବ ଉଦ୍ଧାରକରିଛନ୍ତି।ପୁଲିସଶବବ୍ୟବଚ୍ଛେଦପାଇଁକରଞ୍ଜିଆଡାକ୍ତରଖାନାପଠାଇଥିବାବେଳେଏନେଇଥାନାରେଏକ ଅପମୃତ୍ୟୁ ମାମଲା ରୁଜୁହୋଇଛି।

Related Posts

About The Author

Add Comment